ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ

ବ୍ୟକ୍ତିଗତ/ମାଲିକାନା ଲଗ୍‍ଇନ୍‍

  ଆଇ ଓ ବି ସୁରକ୍ଷା  


ଆଇ ଓ ବି ସୁରକ୍ଷା -ବର୍ତମାନ ଅକସ୍ମାତ୍‍ ମୃତ୍ୟୁ ବିମା (୧) ପ୍ଲାନ୍‍’କ’-୫ଲକ୍ଷ ଟଙ୍କା ର କଭରେଜ ବାର୍ଷିକ ପ୍ରିମିୟମ୍‍ ମାତ୍ର ଟ୧୦୦+ଜିଏସ୍‍ଟ (୨) ପ୍ଲାନ୍’ଖ’ ୧୦ ଲକ୍ଷ ଟଙ୍କା ର କଭରେଜ ବାର୍ଷିକ ପ୍ରିମିୟମ୍‍ ମାତ୍ର ଟ୨୦୦+ଜିଏସ୍‍ଟ କିଣନ୍ତୁ ଭାୟା ନେଟ୍ ବ୍ୟାଙ୍କିଙ୍ଗ/ଉଟିଲିଟି ପେମେନ୍ଟ// ରସିଦ—ଆଇ ଓ ବି ସୁରକ୍ଷା

  ଗ୍ରାହକ ସହାୟତା କେନ୍ଦ୍ର  


  ଏଟିଏମ୍‍ ୦୪୪-୨୮୫୧ ୯୪୭୦/୯୪୬୪       ନେଟ୍ ବ୍ୟାଙ୍କିଙ୍ଗ ୦୪୪-୨୮୮୮ ୯୩୫୦/୯୩୩୮  

  ସୁରକ୍ଷା ସୂଚନା

ରୁହନ୍ତୁ!!! ଯଦି ଆପଣ ଆପଣଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସ୍‍ୱାର୍ଡ କିମ୍ଭା ପିନ୍‍ କାହାପାଖରେ ପ୍ରକାଶ କରିଛନ୍ତି ,ଦୟାକରି ଲଗ୍‍ ଇନ୍‍ କରି ପାସ୍‍ୱାର୍ଡ କିମ୍ଭା ପିନ୍‍ ତୁରନ୍ତ ବଦଳାନ୍ତୁ|

ସାମ୍ପ୍ରତିକ ସମୟରେ କିଛି ନକଲି ସାଇଟ୍‍ ନିଜ ଲିଙ୍କ ଗ୍ରାହକ ମାନଙ୍କୁ ତାଙ୍କ କାର୍ଡ ର ବିବରଣି ଭରଣ ପାଇଁ ପଠାଉଛନ୍ତି| ଗ୍ରାହକ ନିଜ ବିସ୍ତୃତ ବିବରଣି ପ୍ରଦାନ କରିଦେଉଛନ୍ତି, ତା ବଦଲରେ ତାଙ୍କ ଖାତାରୁ ଅନୈତିକ ଉଠାଣ ହେଇଯାଉଛି|ଆମ୍ଭେ ଆମ୍ଭ ଗ୍ରାହକ ମାନଙ୍କୁ ଅନୁରୋଧ କରୁଛୁ କି ନିଜ କାର୍ଡ ର ବିବରଣି କେଉଁ ଲିଙ୍କ ରେ ପ୍ରଦାନ କରନ୍ତୁ ନାହିଁ ,ଯେଉଁ ଲିଙ୍କ ଆପଣଙ୍କୁ ମାଗଣା ସେବା/ମାଗଣା ଶିକ୍ଷା/ମାଗଣା ସଫ୍‍ୱେର୍‍ ଡାଉନଲୋଡ୍‍ କରିବାକୁ କହୁଛି ସେହି ଲିଙ୍କ କୁ ଖୋଲନ୍ତୁ ନାହିଁ|ଗ୍ରାହକମାନେ ଅନୁସନ୍ଧାନ କିମ୍ବା ପ୍ରସ୍ତାବିତ ଲିଙ୍କ ପରିବର୍ତେ ସର୍ବଦା ସିଧାସଳଖ URL ଲେଖି ଖୋଲନ୍ତୁ||ଆମ୍ଭେ ଆମ୍ଭ ଗ୍ରାହକ ମାନଙ୍କୁ ଅନୁରୋଧ କରୁଛୁ କି ବିନିମୟକରଣର ବାର୍ତ୍ତା ପାଇଁ ନିଜ ଦୁରଭାସ ଅଙ୍କ କୁ ଆମ୍ଭ ଶାଖା ରେ ପଞ୍ଜୀକୃତ କରନ୍ତୁ|

ଦୟାକରି ନିଜ କାରବାର ପାଇଁ ସାଇବର୍‍ କାଫେ ର ସାମୁହିକ କମ୍ପ୍ୟୁଟର‍ କିମ୍ବା ପିସି ବ୍ୟବହାର କରନ୍ତୁ ନାହିଁ| କାରବାର କରିବା ପାଇଁ ସର୍ବଦା ନିଜ ବ୍ୟକ୍ତିଗତ କମ୍ପ୍ୟୁଟର‍ କିମ୍ବା ପିସି ବ୍ୟବହାର କରନ୍ତୁ |ଏହା ସୁରକ୍ଷା ଦୃଷ୍ଟିରୁ ଉତ୍ତମ ଅଟେ|

ଦୟାକରି ମେଲ୍‍ ପଠାନ୍ତୁ eseeadmin[at]iobnet[dot]co[dot]in ଆଇଓବି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସର୍ମ୍ପକିତ ବିଷୟ ପାଇଁ.