ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିବା ପାଇଁ ନିୟମ ଏବଂ ସର୍ତାବଳୀ.


ଉପକ୍ରମ:

ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗ ଗ୍ରାହକଙ୍କ ସୁବିଧା ପାଇଁ ଉପଲବ୍ଧ ଏବଂ ଗ୍ରାହକ ମାନେ ଏହାକୁ ନିଜ ରିସ୍କରେ ଚଳାଇପାରିବେ . ଏହି ସୁବିଧା ଉପଲବ୍ଧ କରିବା ପରେ ଗ୍ରାହକ ମାନେ ସମସ୍ତ ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗ ଟ୍ରେନ୍ରୁକ୍ସନ(କାରବାର/ସଂଚାଳନ) ପାଇଁ ସ୍ଵତ ପ୍ରଭୁତ ଦାୟୀ ରହିବେ ,ଏହି ସୁବିଧା ଉପଲବ୍ଧ କରିବା ପରେ ଏଥିରୁ ଜାତ କୌଣସି କ୍ଷତି କିମ୍ବା ଏଥିରୁ ଜାତ ପରିଣାମ/ଫଳ ପାଇଁ ବ୍ୟାଙ୍କ ଦାୟୀ ରହିବ ନାହିଁ ବା ଗ୍ରାହକ ମାନେ ଏଥିପାଇଁ ବ୍ୟାଙ୍କକୁ ଦାୟୀ କରି ପାରିବେ ନାହିଁ . ଏଥିସହିତ ଗ୍ରାହକ ମାନେ ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗରେ ବ୍ୟାଙ୍କର ଅନ୍ୟ ଉପଲବ୍ଧ ସେବାଗୁଡିକ ବ୍ୟବହାର କରିପାରିବେ. ଅନ୍ୟତ୍ର ଉଲ୍ଲେଖ ହେଇଥିବା ନିୟମ ଏବଂ ସର୍ତାବଳୀ ଛଡା ଆଉ କିଛି ନିମ୍ନଲିଖିତ ଅତିରିକ୍ତ ନିୟମ ଏବଂ ସୁବିଧା ଗୁଡିକ ସେବା ଆଧାରରେ ବ୍ୟାଙ୍କ ଦ୍ଵାରା ଇଣ୍ଟରନେଟ ଜରିଆରେ ଯୋଗାଇ ଦିଆଯାଇଛି:

ସଂଜ୍ଞା:

ଏହି ଦସ୍ତାବିଜରେ ନିମ୍ନଲିଖିତ ଶବ୍ଦ ଏବଂ ଵାକ୍ୟାଂଶ ଗୁଡିକର ଅର୍ଥ ସେମାନଙ୍କର ବିପରୀତ ସେଟ , ଯେ ପର୍ଯନ୍ତ ଅନ୍ୟ ପ୍ରସଙ୍ଗକୁ ନିର୍ଦେଶ କରେ.

- ବ୍ୟାଙ୍କ ଆଇଓବି, ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ (ଅଡ଼ିଗ୍ରହଣର ଅଧିଗ୍ରହଣ ଏବଂ ସ୍ଥାନାନ୍ତରଣ ) ଆଇନ ୧୯୭୦ଅଧୀନ ରେ ଗଠିତ ଏକ ସଂସ୍ଥା ଯାହାର କେନ୍ଦ୍ରୀୟ କାର୍ଯ୍ୟାଳୟ ୭୬୩, ଆନ୍ନା ସଲାଈ, ଚେନ୍ନାଇ -୨, ତାମିଲନାଡୁ , ଭାରତ ରେ ଅଛି.

-ଇଣ୍ଟରନେଟ ବ୍ୟାଙ୍କିଙ୍ଗ , ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବ୍ୟାଙ୍କର ବ୍ୟାପାର ନାମ ଅଟେ, ଯାହା ଖାତାର ସୂଚନା, ଉତ୍ପାଦ ଏବଂ ଅନ୍ୟ ସେବା ଗୁଡିକର ତଥ୍ୟ ବ୍ୟାଙ୍କ ଇଣ୍ଟରନେଟ ମାଧ୍ୟମରେ ଗ୍ରାହକଙ୍କୁ ସମୟନ୍ତରାଳରେ ପରାମର୍ଶ ଦେଇଥାଏ. ଇଣ୍ଟରନେଟ ବ୍ୟାଙ୍କିଙ୍ଗ , ଇଲେକ୍ଟ୍ରୋନିକ ବ୍ୟାଙ୍କିଙ୍ଗ , ଇ-ବ୍ୟାଙ୍କିଙ୍ଗ ସେବା / ସୁବିଧା ଗୁଡିକୁ ଅଦଳବଦଳ କରି ବ୍ୟବହାର କରିପାରିବେ.

- ଗ୍ରାହକ ଜଣେ ବ୍ୟକ୍ତି ବିଶେଷ, ଯାହାଙ୍କର ବ୍ୟାଙ୍କ ରେ ଖାତା ଅଛି ଏବଂ ଯାହାଙ୍କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା କିମ୍ବା ଅନ୍ୟ ସେବା ଗୁଡିକ ବ୍ୟବହାର କରିବା ପାଇଁ ବ୍ୟାଙ୍କ ଦ୍ୱାରା ଅଧିକାର ଦିଆଯାଇଛି.

- ଖାତା ଗ୍ରାହକର ଜମା ଏବଂ/କିମ୍ବା ଚାଲୁ ଏବଂ/କିମ୍ବା ଫିକ୍ସଡ଼ ଡିପୋଜିଟ ଏବଂ / କିମ୍ବା ଅନ୍ୟ ପ୍ରକାରର ଖାତାକୁ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦ୍ୱାରା ପରିଚାଳନା କରିବା ପାଇଁ ଯୋଗ୍ୟ ଖାତା (ଖାତାଗୁଡିକ ) ଭାବରେ ଯୋଗ୍ୟ ମନା ଯାଇଛି ନାବାଳକଙ୍କ ନାମରେ ଥିବା କିମ୍ବା ନାବାଳକଙ୍କ ନାମ ସଂଯୁକ୍ତ ଥିବା ଖାତା
ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ପାଇଁ ଉପଯୁକ୍ତ ନୁହନ୍ତି.

- ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସମ୍ବନ୍ଧିତ, ସଂଗ୍ରହ କରାଜଯାଇଥିବା ଗ୍ରାହକ ସମ୍ବଧୀୟ ତଃଥ୍ୟକୁ ବୁଝାଏ

- ସର୍ତାବଳୀ ଏହି ଦସ୍ତାବିଜରେ ନିର୍ଦ୍ଧିଷ୍ଟ ଭାବରେ ଉଲ୍ଲେଖିତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର ପାଇଁ ନିୟମ ଏବଂ ସର୍ତାବଳୀ ଦେଖନ୍ତୁ. ଏହି ଦସ୍ତାବିଜରେ ସମସ୍ତ ଗ୍ରାହକଙ୍କୁ ପୁଲିଙ୍ଗ ଭାବରେ ଉଲ୍ଲେଖ କରାଯାଇଛି, ଯାହା ଷ୍ଟ୍ରୀଳିଙ୍ଗକୁ ମଧ୍ୟ ଅନ୍ତର୍ଭୂକ୍ତ କରୁଛି.

ପ୍ରଯୁକ୍ତିଗତ ଶର୍ତଗୁଡିକ ତଥ୍ୟ ପ୍ରଯୁକ୍ତି ଆଇନ ୨୦୦୦ ବ୍ୟବସ୍ତା ଅନୁସାରେ ପରିଚାଳିତ ହେବେ.

ସର୍ତାବଳୀ ର ଉପଯୋଗୀତା :

ଏହି ସର୍ତ୍ତଗୁଡ଼ିକ ଗ୍ରାହକ ଏବଂ ବ୍ୟାଙ୍କ ମଧ୍ୟରେ ଚୁକ୍ତି କରିଥାଏ. ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଆବେଦନ ଏବଂ ବ୍ୟବହାର କରିବା ଦ୍ୱାରା ଗ୍ରାହକ ଏହି ଶର୍ତ ଗୁଡିକୁ ସ୍ୱୀକାର କରିଥାଏ .ଏହି ଶର୍ତ୍ତଗୁଡ଼ିକ ଗ୍ରାହକ ଖାତା ଖୋଲିବା ସମୟର ନିୟମ ଏବଂ ସର୍ତାବଳୀଠାରୁ ଅତିରିକ୍ତ ରହିବ. ଏହି ଶର୍ତ୍ତଗୁଡ଼ିକ ଏବଂ ଖାତା ଖୋଲିବା ସମୟରେ ସହମତି ଦେଇଥିବା ଶର୍ତ୍ତଗୁଡ଼ିକ ମଧ୍ୟରେ ଯଦି କିଛି ମତଭେଦ ଘଟେ , ଏଇ ଶର୍ତ୍ତଗୁଡ଼ିକ ପ୍ରଭାଶାଳୀ ହେବେ.

ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ପାଇଁ ଦରଖାସ୍ତ:

ବ୍ୟାଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଯୋଗେଇ ଦେଇ ପାରେ ଚୟନିତ ଗ୍ରାହକମାନେ ନିଜର ବିଚାର ଅନୁଯାୟୀ. ଗ୍ରାହକ ଜଣେ ଇଣ୍ଟରନେଟ ବ୍ୟବହାରକାରୀ ହେଇଥିବା ଦରକାର କିମ୍ବା ଇଣ୍ଟରନେଟ କେମିତି ବ୍ୟବହାର କରାଯାଏ ସେ ବିଷୟରେ ଜ୍ଞାନ ଥିବା ଦରକାର.ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଅନଲାଇନ(କମ୍ପୁଟର ସହିତ ଇଣ୍ଟରନେଟ ସଂଯୋଜିତ ଅବସ୍ଥା) ମାଧ୍ୟମରେ ଆବେଦନ କରାଯାଇଥାଏ . ପଞ୍ଜିକରଣ ର ସ୍ୱୀକୃତି ସ୍ୱତ୍ୱସ୍ଫୂର୍ତ ଭାବରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଆବେଦନର ସ୍ୱିକୃତୀକୁ ସୂଚିତ କରେ ନାହିଁ.

ସଫ୍ଟୱେର:

ବ୍ୟାଙ୍କ ସମୟ ସମୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ପାଇଁ ଆବଶ୍ୟକ ଇଣ୍ଟରନେଟ ସଫ୍ଟୱେର ବିଷୟରେ ଉପଦେଶ ଦେବ. ଇଣ୍ଟରନେଟ ସଫ୍ଟୱେର ର ସମସ୍ତ ସଂସ୍କରଣକୁ ସମର୍ଥନ କରିବା ବ୍ୟାଙ୍କର ଦାୟିତ୍ୱ ନୁହେଁ. ଗ୍ରାହକ ନିଜର ସଫ୍ଟୱେର, ହାର୍ଡୱେର , ଏବଂ ଅପରେଟିଙ୍ଗ ସିଷ୍ଟମକୁ ବ୍ୟାଙ୍କ ସଫ୍ଟୱେର ଅନୁକୂଳ କରିବା ପାଇଁ ସମୟନ୍ତରାଳରେ ଅପଗ୍ରେଡ଼ କରିବା ଦରକାର. ବ୍ୟାଙ୍କ ନିଜର ସଫ୍ଟୱେର, ହାର୍ଡୱେର, ଏବଂ ଅପରେଟିଙ୍ଗ ସିଷ୍ଟମକୁ ସମୟନ୍ତରାଳରେ ବଦଳେଇବା କିମ୍ବା ଅପଗ୍ରେଡ଼ କରିବାର ସ୍ୱାଧୀନତା ଅଛି ଏବଂ ଗ୍ରାହକର ସଫ୍ଟୱେର, ହାର୍ଡୱେର, ଏବଂ ଅପରେଟିଙ୍ଗ ସିଷ୍ଟମକୁ ସମର୍ଥନ କରିବା ବ୍ୟାଙ୍କର ଦାୟିତ୍ୱ ନୁହେଁ. ଏହି ସଫ୍ଟୱେର, ହାର୍ଡୱେର, ଏବଂ ଅପରେଟିଙ୍ଗ ସିଷ୍ଟମ ସମର୍ଥନକୁ ସୁନିଶ୍ଚିତ କରିବା ଗ୍ରାହକ / ଉପଯୋଗକର୍ତ୍ତା ହିଁ ଏକମାତ୍ର ଉତ୍ତରଦାୟୀ ରହିବେ.

ଯଦି ଗ୍ରାହକ ଭାରତ ଛଡା ଅନ୍ୟ ଦେଶରୁ ଅପରେଟ କରୁଥାନ୍ତି , ତେବେ ସେ ଦେଶର ସ୍ଥାନୀୟ ନିୟମଗୁଡିକୁ ପାଳନ କରିବା ଦ୍ୱୀୟିତ୍ୱ ଗ୍ରାହକଙ୍କର ରହିବ, ଯେମିତିକି ଲାଇସେନ୍ସ ପ୍ରାପ୍ତ କରିବା(କେବଳ ସୀମିତି ନୁହେଁ) ଅନ୍ତର୍ଭୁକ୍ତ .

ଗ୍ରାହକକୁ ତାର ସମୁଚିତ ବ୍ୟବସ୍ଥା କରିବାକୁ ହେବ ନିଜ ଖର୍ଚରେ ନିଜର ସିଷ୍ଟମକୁ ହ୍ୟାକର୍ସ , ଭାଇରସ ଆକ୍ରମଣ ଇତ୍ୟାଦି ଠାରୁ ସୁରକ୍ଷା ଦେବାକୁ ହେବ.ପ୍ରଭାବଶାଳୀ ଆଣ୍ଟି -ଭାଇରସ ସ୍କାନର , ଫାୟାରୱେଲ ଇତ୍ୟାଦି ଲଗାଇବା ପଦକ୍ଷେପ ଅନ୍ତର୍ଭୁକ୍ତ ଅଟେ .

ମାଲିକାନର ଅଧିକାର :

ଗ୍ରାହକ ସ୍ୱୀକାର କରିଥାଏ କି ଏହା ଇଣ୍ଟରନେଟ ବ୍ୟାଙ୍କିଙ୍ଗର ଅନ୍ତର୍ନିହିତ ସଫ୍ଟୱେର. ସେବା ସହିତ ଅନ୍ୟାନ ଇଣ୍ଟରନେଟ ସମ୍ବନ୍ଧୀୟ ସଫ୍ଟୱେର ଯାହା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଯୋଗ କରିବା ପାଇଁ ଆବଶ୍ୟକ. ସଂଶ୍ଲିଷ୍ଟ ବିକ୍ରେତାଙ୍କର ଆଇନଗତ ସମ୍ପତି. ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିବା ପାଇଁ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଅନୁମତି ଗ୍ରାହକ / ଉପଯୋଗକାରୀ ଉପରକ୍ତ ସଫ୍ଟୱେର ଉପରେ କୌଣସି ମାଲିକାନା କିମ୍ବା ମାଲିକାନା ଅଧିକାର ଦାବୀ କରିପାରିବେ ନାହିଁ.

ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଅନ୍ତର୍ନିହିତ ସଫ୍ଟୱେରକୁ ସଂଶୋଧନ , ଅନୁବାଦ , ବିଛିନ୍ନକରଣ, ଅସଙ୍କଳନ କିମ୍ବା ରିଭର୍ସ କରିବାକୁ ପ୍ରୟାସ ନକରିବା କିମ୍ବା ସଫ୍ଟୱେରକୁ ଆଧାର କରି କୌଣସି ବ୍ୟୁତ୍ପନ ଉତ୍ପାଦ ତିଆରି କରିପାରିବେ ନାହିଁ.

ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା:

ବ୍ୟାଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ମାଧ୍ୟମରେ ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ଚେଷ୍ଟା କରିବ, ବ୍ୟାଙ୍କ ମଧ୍ୟ ସମୟ ସମୟରେ ନିର୍ଣ୍ଣୟ ନେଇପାରେ.ବ୍ୟାଙ୍କ ନିଜର ବିବେକାଅନୁସାରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଗ୍ରାହକକୁ କେଉଁ ପ୍ରକାର ସେବାଗୁଡିକ ଦିଆଯାଇପାରିବ ତୟ କରିବାର ଅଧିକାର ରଖେ. କୌଣସି ବିଶେଷ ସେବାର ପ୍ରାପ୍ତି/ଅପ୍ରାପ୍ତି ବିଷୟରେ ଏ- ମେଲ କିମ୍ବା ବ୍ୟାଙ୍କ ୱେବ ପେଜରେ କିମ୍ବା ଲିଖିତ ଯୋଗାଯୋଗ ମାଧ୍ୟମରେ ପରାମର୍ଶ ଦିଆଯିବ.

ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବ ପାଇଁ ଯଥୋଚିତ ଯତ୍ନ ନେବେ , ଅନନୁମୋଦିତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାରଠୁ ନିବୃତ ରୁହନ୍ତୁ ,ବ୍ୟାଙ୍କ ପାଖରେ ଉପଲବ୍ଧ ପ୍ରଯୁକ୍ତି ବ୍ୟବହାର କରନ୍ତୁ

ଗ୍ରାହକ ନିଜେ କିମ୍ବା ଅନ୍ୟକୁ କୌଣସି ବି ଅବୈଧ କିମ୍ବା ଅନୁଚିତ ଉଦ୍ଦେଶ୍ୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କିମ୍ବା ଅନ୍ୟ କୌଣସି ସେବାର ବ୍ୟବହାର କରିବାର ଅନୁମତି କିମ୍ବା ବ୍ୟବହାରର ଅନୁମତି ଦେବେ ନାହିଁ.

ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା:

ଗ୍ରାହକ ଏକ ସହିତ ପଞ୍ଜିକରଣ କରିବ ଉଜର_ଆଇଡ଼ ଏବଂ ପାସୱାର୍ଡ଼ ସହିତ ପ୍ରଥମ ଥର ପଞ୍ଜିକରଣ କରିବେ.ଗ୍ରାହକକୁ ପାସବାଡ଼ ଗୋପନରେ ରଖିବାକୁ ହେବ ଏବଂ ସୁରକ୍ଷା ନିଶ୍ଚିତ କରିବା ପାଇଁ କ୍ରମାଗତ ଭାବରେ ଏହା ପରିବର୍ତନ କରନ୍ତୁ.

ଏହା ବ୍ୟତୀତ ଉଜର_ଆଇଡ଼ ଏବଂ ପାସୱାର୍ଡ଼ ସହିତ ପ୍ରଥମ ଥର. ବ୍ୟାଙ୍କ ନିଜ ବିବେକାନୁସାରେ ଉପଦେଶ, ଉପଦେଶ ଗ୍ରାହକକୁ ଅନ୍ୟ ସତ୍ୟ ପ୍ରତିପାଦନ କରିପାରୁଥିବା ଉପାୟ ଯଥା ଡିଜିଟାଲ ପ୍ରମାଣପତ୍ର ଏବଂ/କିମ୍ବା ସ୍ମାର୍ଟ କାର୍ଡ ରେ ସୀମିତି ନୁହେଁ ଆପଣେଇବାକୁ ଉପଦେଶ.

ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଛଡା ଅନ୍ୟ କୌଣସି ମାଧ୍ୟମରେ ବ୍ୟାଙ୍କର କମ୍ପୁଟରରେ ସଂଗୃହିତ ତଥ୍ୟକୁ ଆକ୍ସେସ କରିବା କିମ୍ବା ଅନ୍ୟ ମାନଙ୍କୁ ଅନୁମତି ଦିଅନ୍ତୁ ନାହିଁ.

ପାସୱାର୍ଡ଼ / ପିନ:

i) ଗ୍ରାହକ କୁ :

  •  ପାସୱାର୍ଡ / ପିନ କୁ ସମ୍ପୂର୍ଣ୍ଣଭାବେ ଗୁପ୍ତ ରଖନ୍ତୁ ଏବଂ ପାସୱାର୍ଡ /ପିନ କୁ କୌଣସି ତୃତୀୟ ପକ୍ଷକୁ ଜଣାନ୍ତୁ ନାହିଁ.
  •  ଏକ ପାସୱାର୍ଡ ଚୟନ କରନ୍ତୁ, ଯାହା ଅତିକମରେ ଛଅ ଅକ୍ଷର ବିଶିଷ୍ଟ ଲମ୍ବା ଏବଂ ଵର୍ଣ୍ଣମାଲା, ସଂଖ୍ୟାର ମିଶ୍ରଣରେ ଅତି ସହଜରେ ଅନୁମାନ କରିହେଉଥିବା ବ୍ୟକ୍ତିଗତ ତଥ୍ୟ ନ ହେଇଥିବା ଉଚିତ, ଯଥା ଗ୍ରାହକର ନାମ , ଠିକଣା , ଟେଲିଫୋନ ନମ୍ବର , ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି କିମ୍ବା ସହଜରେ ଅନୁମାନ କରିହେଉଥିବା ଅକ୍ଷର ଏବଂ ସଂଖ୍ୟାର ସମିଶ୍ରଣ.
  •   ଅତି ସହଜ ରେ କଳନା କରିନହେଉଥିବା ଚାରି ଅଙ୍କ ବିଶିଷ୍ଟ ସଂଖା ଚୟନ କରନ୍ତୁ. ଅତି ସହଜରେ କଳନା କରିହେଉଥିବା ବ୍ୟକ୍ତିଗତ ତଥ୍ୟ ଯଥା ଟେଲିଫୋନ ନମ୍ବର , ଜନ୍ମ ତାରିଖ ଇତ୍ୟାଦି କିମ୍ବା ଅତି ସହଜରେ ଅନୁମାନ କରିହେଉଥିବା ସଂଖା.
  •  ପାସୱାର୍ଡ / ପିନ କୁ ମାନେ ରଖନ୍ତୁ ଏବଂ ତାହାକୁ ଲିଖିତ ଭାବରେ କିମ୍ବା ଇଲେକ୍ଟ୍ରୋନିକ ଫର୍ମରେ ରଖନ୍ତୁ ନାହିଁ.
  •  କୌଣସି ଅନଧିକୃତ ବ୍ୟକ୍ତି ବିଶେଷଙ୍କୁ କମ୍ପୁଟର ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ କିମ୍ବା ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିବା ସମୟରେ କମ୍ପୁଟର ଖୋଲା ଛାଡି ଯାନ୍ତୁ ନାହିଁ.

ii) ଯଦି ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ପାସୱାର୍ଡ କିମ୍ବା ପିନ ଭୁଲିଯାନ୍ତି , ସେ ନୂଆ ପାସୱାର୍ଡ ତିଆରି କରିବା ପାଇଁ "ପାସୱାର୍ଡ ଭୁଲିଗଲି"/ "ପିନ ଭୁଲିଗଲି " ବିକଳ୍ପର ଉପଯୋଗ କରିପାରିବେ. ଯଦି ସେ ନୂଆ ପାସୱାର୍ଡ/ପିନ ତିଆରି କରିବାପାଇଁ ଆବଶ୍ୟକ ବିବରଣୀ ପ୍ରସ୍ତୁତ କରିବାରେ ଅସମର୍ଥ , ତେବେ ନୂଆ ପାସୱାର୍ଡ /ପିନ ଜାରି କରିବା ପାଇଁ ସେ ନିର୍ଧାରିତ ଆବେଦନ ପତ୍ର ଡାଉନଲୋଡ଼ କରି ଏବଂ ଉଚିତ ଭାବରେ ହସ୍ୱାକ୍ଷର କରି ନିଜ ସମ୍ବନ୍ଧିତ ଶାଖାକୁ ପଠାନ୍ତୁ.

iii) ଗ୍ରାହକ ନିଜର କେୟ କୁ ଗୋପନୀୟ ଏବଂ ସୁରକ୍ଷିତ ଭାବରେ ରଖିବା ଦରକାର. ପକ୍ୱ ଡିଜିଟାଲ ହସ୍ୱାକ୍ଷର ପ୍ରମାଣପତ୍ର ରେ ସୂଚିତ ପକ୍ୱ ର ଅନୁରୂପ ଅଟେ.

iv) ଗ୍ରାହକ ନିଜର "ପ୍ରାଇଭେଟ କି" ଗୋପନୀୟ ଏବଂ ସୁରକ୍ଷିତ ଭାବରେ ରଖିବା ଦରକାର, ଯାହା ଡିଜିଟାଲ ହସ୍ୱାକ୍ଷର ପ୍ରମାଣପତ୍ର ରେ ସୂଚିତ "ପବ୍ଲିକ କି" ର ଅନୁରୂପ ଅଟେ.

ସଂଯୁକ୍ତ ଖାତା :

ବ୍ୟାଙ୍କ ଇଣ୍ଟରନେଟ ରେ ନେଣ ଦେଣ କରିବା ପାଇଁ ଏକ ବିଶିଷ୍ଟ ପ୍ରକ୍ରିୟା / ବିକଳ୍ପ କରିଛି . ଯଦି ଗ୍ରାହକ ଅନ୍ୟ ପ୍ରଣାଳୀ (ଯଥା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭିତରେ ମେଲ, ସାମାନ୍ୟ ମେଲ ଇତ୍ୟାଦି ) ମାଧ୍ୟମରେ ନିର୍ଦେଶ ଦିଅନ୍ତି , ତେବେ ବ୍ୟାଙ୍କ ସେ ନେଣ ଦେଣକୁ ସମ୍ବୋଧିତ କରିବା ପାଇଁ ଉତ୍ତରଦାୟୀ ରହିବେ ନାହିଁ. ଯଦି ବ୍ୟାଙ୍କ କୌଣସି କାରଣ ହେତୁ ଏହି ନେଣ ଦେଣ କୁ ପ୍ରକ୍ରିୟା କରନ୍ତି, ତେବେ ବ୍ୟାଙ୍କ କୌଣସି ପରିଣାମ ପାଇଁ ଉତ୍ତରଦାୟୀ ରହିବେ ନାହିଁ . ସଂଯୁକ୍ତ ଖାତା କ୍ଷେତ୍ରରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେଵ କେବଳ ଯଦି ଅପେରସନ ମୋଡ "ଦୁଇ ଜଣାରୁ ଜଣେ କିମ୍ବା ଜୀବିତ ବ୍ୟକ୍ତି" କୌଣସି ଜଣେ କିମ୍ବା ଜୀବିତ ବ୍ୟକ୍ତି ".ଏହି ସଂଯୁକ୍ତ ଖାତା ଗୁଡିକୁ ଗୋଟିଏ ଉଜର ଆଇଡି ସଂଯୁକ୍ତ କଥା ଧାରକଙ୍କ ମଧ୍ୟରୁ ଜଣକୁ ଦିଆ ଯିବା.ବ୍ୟାଙ୍କ ପାଖରେ ସଂଯୁକ୍ତ ଖାତା ସହିତ ଯେ କୌଣସି ପ୍ରକାର ଖାତା ରେ ଅତିରିକ୍ତ ଉଜର ଆଇଡି ଏବଂ ପାସୱାର୍ଡ ଜାରି କରିବା ପାଇଁ ବିକଳ୍ପ ଅଛି. ଅନ୍ୟ ସଂଯୁକ୍ତ ଖାତା ଧାରକ ସ୍ପଷ୍ଟ ଭାବରେ ଏହି ବ୍ୟବସ୍ତା ସହ ସହମତ ହେବେ ଏବଂ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଯୋଗ କରିବା ପାଇଁ ଆବେଦନ ପାତ୍ରରେ ନିଜର ସହମତି ଦେବେ. କୌଣସି ସଂଯୁକ୍ତ ଖାତା ଧାରକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିବା ପାଇଁ ଲିଖିତ ଭାବରେ କିମ୍ବା ଅନ୍ୟ ଅଧିକୃତ ସଂଚାର ମାଧମରେ ନିର୍ଦେଶ କିମ୍ବା ଅନୁରୋଧ କରନ୍ତି ତେବେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ସେ ସଂଯୁକ୍ତ ଖାତା ପାଇଁ ବନ୍ଦ କରି ଦିଆ ଯିବା. କୌଣସି ପ୍ରଚଳିତ ଖାତାରେ ନୂଆ ନାମ ଯୋଡ଼ିଲେ , ଏହା ସ୍ୱୟଂଚାଳିତ ଭାବେ ତାହା ଉପରେ ଲାଗୁ ହେଵ. ସଂୟୁକ୍ତ ଖାତାକୁ ଚଲେଇବା ପାଇଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଯୋଗ ଦ୍ୱାରା ଉତ୍ପନ ନେଣ ଦେଣ, ମିଳିତ ଭାବରେ ସମସ୍ତ ଖାତା ଧାରକ ମାନଙ୍କ ପାଇଁ ବାଧ୍ୟତାମୁଳମ ହେଵ.

ଡାକ ଠିକଣା:

ବ୍ୟାଙ୍କ ଦ୍ଵାରା ସମସ୍ତ ପତ୍ର ବିନିମୟ / ବିତରଣ କେବଳ ବ୍ୟାଙ୍କ ରେ ପଂଜିକୃତ ହେଇଥିବା ଠିକଣା ଏବଂ/କିମ୍ବା ଇ -ମେଲରେ କରିଯିବ. ଏହି ପ୍ରକାର ଇ ମେଲ ଠିକଣାରେ କୌଣସି ତଥ୍ୟ କିମ୍ବା ଏଲର୍ଟ ପଠେଇବାରେ ବିଳମ୍ବ ହେଵା କିମ୍ବା ନପଠେଇବା ଲାଗି ବ୍ୟାଙ୍କ ଉତ୍ତରଦାୟୀ ରହିବେ ନାହିଁ ଏବଂ ଗ୍ରାହକ ବ୍ୟାଙ୍କକୁ କ୍ଷତିହିଁନ ଏବଂ ସେଥିରୁ ହେବାକୁ ଥିବା କୌଣସି କ୍ଷତି କିମ୍ବା ପରିଣାମ ରୁ ସୁରକ୍ଷା ଦେବେ.

ବ୍ୟାଙ୍କ ଇଣ୍ଟରନେଟ ରେ ନେଣ ଦେଣ କରିବା ପାଇଁ ଏକ ବିଶିଷ୍ଟ ପ୍ରକ୍ରିୟା / ବିକଳ୍ପ କରିଛି . ଯଦି ଗ୍ରାହକ ଅନ୍ୟ ପ୍ରଣାଳୀ (ଯଥା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭିତରେ ମେଲ, ସାମାନ୍ୟ ମେଲ ଇତ୍ୟାଦି ) ମାଧ୍ୟମରେ ନିର୍ଦେଶ ଦିଅନ୍ତି , ତେବେ ବ୍ୟାଙ୍କ ସେ ନେଣ ଦେଣକୁ ସମ୍ବୋଧିତ କରିବା ପାଇଁ ଉତ୍ତରଦାୟୀ ରହିବେ ନାହିଁ. ଯଦି ବ୍ୟାଙ୍କ କୌଣସି କାରଣ ହେତୁ ଏହି ନେଣ ଦେଣ କୁ ପ୍ରକ୍ରିୟା କରନ୍ତି, ତେବେ ବ୍ୟାଙ୍କ କୌଣସି ପରିଣାମ ପାଇଁ ଉତ୍ତରଦାୟୀ ରହିବେ ନାହିଁ .

ନେଣ ଦେଣ ପ୍ରକ୍ରିୟା:

ଇଣ୍ଟରନେଟ ରେ ନେଣ ଦେଣ କରିବା ପାଇଁ ଏକ ବିଶିଷ୍ଟ ପ୍ରକ୍ରିୟା / ବିକଳ୍ପ କରିଛି . ଯଦି ଗ୍ରାହକ ଅନ୍ୟ ପ୍ରଣାଳୀ (ଯଥା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭିତରେ ମେଲ, ସାମାନ୍ୟ ମେଲ ଇତ୍ୟାଦି ) ମାଧ୍ୟମରେ ନିର୍ଦେଶ ଦିଅନ୍ତି , ତେବେ ବ୍ୟାଙ୍କ ସେ ନେଣ ଦେଣକୁ ସମ୍ବୋଧିତ କରିବା ପାଇଁ ଉତ୍ତରଦାୟୀ ରହିବେ ନାହିଁ. ଯଦି ବ୍ୟାଙ୍କ କୌଣସି କାରଣ ହେତୁ ଏହି ନେଣ ଦେଣ କୁ ପ୍ରକ୍ରିୟା କରନ୍ତି, ତେବେ ବ୍ୟାଙ୍କ କୌଣସି ପରିଣାମ ପାଇଁ ଉତ୍ତରଦାୟୀ ରହିବେ ନାହିଁ .

ସଂଯୁକ୍ତ ଖାତା କ୍ଷେତ୍ରରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେଵ କେବଳ ଯଦି ଅପେରସନ ମୋଡ "ଦୁଇ ଜଣାରୁ ଜଣେ କିମ୍ବା ଜୀବିତ ବ୍ୟକ୍ତି" କୌଣସି ଜଣେ କିମ୍ବା ଜୀବିତ ବ୍ୟକ୍ତି ".ଏହି ସଂଯୁକ୍ତ ଖାତା ଗୁଡିକୁ ଗୋଟିଏ ଉଜର ଆଇଡି ସଂଯୁକ୍ତ କଥା ଧାରକଙ୍କ ମଧ୍ୟରୁ ଜଣକୁ ଦିଆ ଯିବା.ବ୍ୟାଙ୍କ ପାଖରେ ସଂଯୁକ୍ତ ଖାତା ସହିତ ଯେ କୌଣସି ପ୍ରକାର ଖାତା ରେ ଅତିରିକ୍ତ ଉଜର ଆଇଡି ଏବଂ ପାସୱାର୍ଡ ଜାରି କରିବା ପାଇଁ ବିକଳ୍ପ ଅଛି. ଅନ୍ୟ ସଂଯୁକ୍ତ ଖାତା ଧାରକ ସ୍ପଷ୍ଟ ଭାବରେ ଏହି ବ୍ୟବସ୍ତା ସହ ସହମତ ହେବେ ଏବଂ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଯୋଗ କରିବା ପାଇଁ ଆବେଦନ ପାତ୍ରରେ ନିଜର ସହମତି ଦେବେ. କୌଣସି ସଂଯୁକ୍ତ ଖାତା ଧାରକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିବା ପାଇଁ ଲିଖିତ ଭାବରେ କିମ୍ବା ଅନ୍ୟ ଅଧିକୃତ ସଂଚାର ମାଧମରେ ନିର୍ଦେଶ କିମ୍ବା ଅନୁରୋଧ କରନ୍ତି ତେବେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ସେ ସଂଯୁକ୍ତ ଖାତା ପାଇଁ ବନ୍ଦ କରି ଦିଆ ଯିବା. କୌଣସି ପ୍ରଚଳିତ ଖାତାରେ ନୂଆ ନାମ ଯୋଡ଼ିଲେ , ଏହା ସ୍ୱୟଂଚାଳିତ ଭାବେ ତାହା ଉପରେ ଲାଗୁ ହେଵ. ସଂୟୁକ୍ତ ଖାତାକୁ ଚଲେଇବା ପାଇଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଯୋଗ ଦ୍ୱାରା ଉତ୍ପନ ନେଣ ଦେଣ, ମିଳିତ ଭାବରେ ସମସ୍ତ ଖାତା ଧାରକ ମାନଙ୍କ ପାଇଁ ବାଧ୍ୟତାମୁଳମ ହେଵ.

ଗ୍ରାହକ ଦ୍ୱାରା ବ୍ୟାଙ୍କକୁ ପଠାଯାଇଥିଆ ନିର୍ଦେଶ ପ୍ରାପ୍ତ ନ ହେଇଥିବା ସ୍ତିତିରେ କୌଣସି ନେଣ ଦେଣ କୁ ପ୍ରକ୍ରିୟା / ପ୍ରଭାବିତ ନ କରିବା ପାଇଁ ଉତ୍ତରଦାୟୀ ନୁହନ୍ତି, ଯଦିଓ ଗ୍ରାହକ ତାହା ପଠାଇଥିଲେ.

ଫଣ୍ଡସ ଟ୍ରାନ୍ସ୍ଫର :

ଗ୍ରାହକ ଖାତାରେ ପର୍ଯ୍ୟାପ୍ତ ଧନରାଶି କିମ୍ବା ଅବରଡ୍ରାଫ୍ଟ ଅନୁଦାନ ପାଇଁ ବ୍ୟାଙ୍କ ସହିତ ପୂର୍ବ ବ୍ୟବସ୍ତା ବିନା ଫଣ୍ଡ ଟ୍ରାନ୍ସ୍ଫର କରିବା ପାଇଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିବେ ନାହିଁ.ବ୍ୟାଙ୍କ ନିଜ ଇଚ୍ଛାନୁସାରେ , ଧାନର ଅପର୍ଯ୍ପ୍ତତା (କିମ୍ବା କ୍ରେଡିଟ ସୁବିଧାଗୁଡ଼ିକ) ନିର୍ଦେଶାବଳୀ କୁ ପୁରା କରିବା ପାଇଁ ନିର୍ଣ୍ଣୟ ନେଇପାରେ. ବ୍ୟାଙ୍କ ଗ୍ରାହକକୁ ପୂର୍ବ ସୂଚନା କିମ୍ବା ନୋଟିସ ବିନା ପୂର୍ବୋକ୍ତ କାମ କରିପାରେ ଏବଂ ଗ୍ରାହକ ଅବରଡ୍ରାଫ୍ଟ ଖଟକୁ କ୍ଳିଅର କରିବା ପାଇଁ ସୁଦ୍ଧାସହ ପରିଶୋଧ କରିବା ପାଇଁ ଉତ୍ତରଦାୟୀ ରହିବେ.

ବ୍ୟାଙ୍କ କୁ ଅଧିକାର:

ଗ୍ରାଁହକଙ୍କ ଖାତା(ଖାତାଗୁଡିକ) ରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦ୍ୱାରା ଲେଣ ଦେଣ ର ଅନୁମତି କେବଳ ଲଗିନ_ଆଇଡି ଏବଂ ପାସୱାର୍ଡ ର ପ୍ରମାଣୀକରଣ ପରେ ହିଁ ଦିଆ ଯାଇଥାଏ.ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଗ୍ରାହକ ଠାରୁ ପ୍ରାପ୍ତ କୌଣସି ଲେଣ ଦେଣର ସତ୍ୟତା ପରୀକ୍ଷା କରିବା କିମ୍ବା ଗ୍ରାହକ ଲଗିନ_ଆଇଡି ଏବଂ ପାସୱାର୍ଡ ଦ୍ୱାରା ସତ୍ୟତା ପରୀକ୍ଷା ନକରି, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦ୍ୱାରା ଲେଣ ଦେଣ କରିବା ବ୍ୟାଙ୍କର ଦାୟିତ୍ୱ ନୁହେଁ.

ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରିବା ସମୟରେ ଗ୍ରାହକ ଦ୍ୱାରା ଉତ୍ପନ୍ନ ଲିଖିତ ପରିଣାମ କିମ୍ବା ପ୍ରଦର୍ଶନ ଇଣ୍ଟରନେଟ ବ୍ୟବହାର ହେଇଥିବାର ପ୍ରମାଣ ଏବଂ ଏହା ସମ୍ବଧିତ ଅନ୍ୟ ଲେଣ ଦେଣକୁ ବ୍ୟାଙ୍କର ପ୍ରମାଣ ଭାବରେ ନିଆଯିବ ନାହିଁ. ବ୍ୟାଙ୍କର ନିଜର ତଥ୍ୟ କମ୍ପୁଟର ସିଷ୍ଟମ ମାଧ୍ୟମରେ ରଖା ଯାଇଥାଏ କିମ୍ବା ନହେଲେ ସମସ୍ତ ଉଦେଶ୍ୟ ପାଇଁ ନିର୍ଣ୍ଣାୟକ ଏବଂ ଵାଦ୍ୟତାମୂଳକ ଭାବି ସ୍ୱୀକାର କରିଯିବ, ଯେଉଁ ପର୍ଯନ୍ତ ଗ୍ରାହକ ତାହାର ଖାତା ବ୍ୟବହାର ହେବାର ସପ୍ତାହ ଭିତରେ କୌଣସି ଅସାମାନ୍ଯସତା ବିଷୟରେ ନଜଣେଇଥାଏ .

ସୂଚନା ର ସଠିକତା :

ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କିମ୍ବା ଅନ୍ୟ ମାଧ୍ୟମ ଯେପରିକି ଇଲେକ୍ଟୋନିକ ମେଲ କିମ୍ବା ଲିଖିତ ସଂଚାର ମାଧ୍ୟମରେ ଦିଆଯାଇଥିବା ତଥ୍ୟର ସଠିକତା ପାଇଁ ଦାୟୀ ରହିବେ. ଗ୍ରାହକ ଦ୍ୱାରା ଦିଆଯାଇଥିବା ଭୁଲ ତଥ୍ୟରୁ ଉତ୍ପନ୍ନ ପରିଣାମ ପାଇଁ ବ୍ୟାଙ୍କ ଦାୟୀ ରହିବେ ନାହିଁ. ଯଦି ଗ୍ରାହକକୁ ସନ୍ଦେଶ ହଉଛି କି ତାହା ଦ୍ୱାରା ବ୍ୟାଙ୍କକୁ ଦିଆଯାଇଥିବା ତଥ୍ୟରେ ତୃଟି ଅଛି, ତେବେ ସେ ଯଥା ଶୀଘ୍ର ସମ୍ଵଭ ବ୍ୟାଙ୍କକୁ ଜଣାଇବା ଦରକାର. ଯେଉଁଠାରେ ସମ୍ଵଭ ବ୍ୟାଙ୍କ ତୃଟି ସୁଧାରିବାକୁ ଚେଷ୍ଟା କରିବା "ସର୍ବୋତ୍ତମ ପ୍ରଚେଷ୍ଟା " ଆଧାର, ଶର୍ତ ଅନୁସାରେ ବ୍ୟାଙ୍କ ଏହି ସବୁ ତଥ୍ୟ ଆଧାରରେ ପ୍ରକ୍ରିୟା କରିବେ ନାହିଁ.

ଆର୍ଥିକ ବିବରଣୀର ସମସ୍ତ ଆଉଟପୁଟ ଖାତାର ନକଲ ଷ୍ଟେଟମେଣ୍ଟ ଅଟେ ଏବଂ ଏହା ଇଲେକ୍ଟ୍ରୋନିକ ମାଧ୍ୟମରେ ତିଆରି କରାଯାଇଥାଏ. ଏଥିରେ ଥିବା ତଥ୍ୟ ବ୍ୟାଙ୍କ ଦ୍ୱାରା ରଖାଯାଇଥିବା କମ୍ପୁଟରୀକୃତ ବ୍ୟାକ ଅପ ସିଷ୍ଟମରୁ ଉଦ୍ଧାର କରାଯିବ. ବ୍ୟାଙ୍କ ଷ୍ଟେଟମେଣ୍ଟର ସଠିକତା ସୁନିଶ୍ଚିତ କରିବାପାଇଁ ସମସ୍ତ ପଦକ୍ଷେପ ନେବ, ବ୍ୟାଙ୍କ କୌଣସି ତୃଟି ପାଇଁ ଉତ୍ତରଦାୟୀ ହେବ ନାହିଁ. ଗ୍ରାହକ ବ୍ୟାଙ୍କକୁ କ୍ଷତିଠୁ ଦୁରେଇ ରଖିବା ଏବଂ କୌଣସି କ୍ଷତି,ତୃଟି ଇତ୍ୟାଦି ପାଇଁ କ୍ଷତିପୂରଣ କରିବା ,ଯାହା ଗ୍ରାହକ ଦ୍ୱାରା ହେଇଥାଇ ପରେ, ଯଦି ଉପରୋକ୍ତ ତଥ୍ୟରେ ନିହିତ ତଥ୍ୟ ଗୁଡିକ ଭୁଲ ବୋଲି ପ୍ରମାଣିତ ହୁଏ.

ଗ୍ରାହକର କର୍ତବ୍ୟ / ବ୍ୟାଙ୍କର ଅଧିକାର:

ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଖାତା ରେ ସବୁ ଅନଧିକୃତ ଲେଣ ଦେଣ ର କ୍ଷତି ପାଇଁ ଉତ୍ତରଦାୟୀ ରହିବେ ଯଦି ସେ ନିୟମ ଉଲ୍ଲଙ୍ଘନ କରିଛନ୍ତି କିମ୍ବା ଅସାଵଧାନ କାର୍ଯ୍ୟଶୈଳୀ ଯୋଗୁ କ୍ଷତି ଯେପରିକି:

1. ଇଣ୍ଟରନେଟ ବ୍ୟାଙ୍କିଙ୍ଗ ପାସୱାର୍ଡ ଲିଖିତ କିମ୍ବା ଇଲେକ୍ଟ୍ରୋନିକ ରେକର୍ଡ ଭାବରେ ରଖିବା.
2. ଇଣ୍ଟରନେଟ ବ୍ୟାଙ୍କିଙ୍ଗ ପାସୱାର୍ଡ କାହାରିକୁ , ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଜଣାଇବା କିମ୍ବା ନଜଣେଇବା ପାଇଁ ଉଚିତ ପଦକ୍ଷେପ ନେବାରେ ଅକ୍ଷମ ହେଵା ଏବଂ/କିମ୍ବା ଠିକ ସମୟ ରେ ପ୍ରକାଶିତ ତଥ୍ୟ ବିଷୟରେ ବ୍ୟାଙ୍କକୁ ପରାମର୍ଶ ଦେବାରେ ବିଫଳ ହେଵା.
3. ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଖାତାରେ ଅନଧିକୃତ ବ୍ୟବହାର କିମ୍ବା ଭୁଲ ଲେଣ ଦେଣ ବିଷୟରେ ଠିକ ସମୟ ଭିତରେ ବ୍ୟାଙ୍କକୁ ଉପଦେଶ ନଦେବା .

ଇଣ୍ଟରନେଟ ବ୍ୟାଙ୍କିଙ୍ଗ ର ଅନଧିକୃତ ଉପଯୋଗ କୁ ରୋକିବା ପାଇଁ ଏବଂ ସୁରକ୍ଷା କୁ ସୁନିଶ୍ଚିତ କୁ ସୁନିଶ୍ଚିତ କରିବା ପାଇଁ ବ୍ୟାଙ୍କ ଏମିତି ଟେକନିକ ଲାଗୁ କରିପାରେ . ତେବେ ଏହା ସାର୍ବଜନିକ ଭାବେ ବୁଝା ଯାଉଛି ଯେ କୌଣସି ସମୟରେ ଉପଲବ୍ଧ ଟେକନିକ ଦ୍ୱାରା ମୁର୍ଖତାପୂର୍ଣ କିମ୍ବା ଟାମ୍ପରପ୍ରୁଫ ଗୁଣବତ୍ତାକୁ ସତ୍ୟାପିତ କରିବା ଏବଂ/କିମ୍ବା ସାମ୍ପ୍ରତିକ ଟେକନିକକୁ ରଖିବା ପାଇଁ କୌଣସି ଉପାୟ ନାହିଁ. ଗ୍ରାହକ ନିଜର ଜ୍ଞାତବର ସହିତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଜିଗ କରିବା ଯେମିତି କି ଏହା ଏକ ସୁରକ୍ଷିତ ମାଧ୍ୟମ ନୁହେଁ ଏବଂ ଏଥିପାଇଁ ଏହି ମାଧ୍ୟମରେ ସବୁ ପ୍ରକାର ଲେଣ ଦେଣ ଗ୍ରାହକ ର ଦାଇତ୍ୱ ରେ ହେବ. ବ୍ୟାଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦ୍ୱାରା କରିଯାଇଥିବା ଲେଣ ଦେଣ କିମ୍ବା ତାହାର କିଛି କ୍ଷୀ ଅଥବା ପରିଣାମ ପାଇଁ ଉତ୍ତରଦାୟୀ ହେବ ନାହିଁ. ଗ୍ରାହକ ଠାରୁ ମିଳିଥିବା ନିର୍ଦେଶ ଅନୁସାରେ କରାଯାଇଥିବା ଲେଣ ଦେଣ କିମ୍ବା ନକରାଯାଇଥିବା ଲେଣ ଦେଣ ଏବଂ/କିମ୍ବା ଭୁଲ ଭାବରେ / ଅସମ୍ପୂର୍ଣ୍ଣ ଭାବରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଦ୍ୱାରା ତାଙ୍କ ଖଟରେ କରାଯାଇଥିବା ଲେଣ ଦେଣ ପାଇଁ ଗ୍ରାହକ ସମ୍ପୂର୍ଣ ଭାବରେ ଦାୟୀ ରହିବେ. ଯଦି କୌଣସି କାରଣରୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେଇପାରିଲାନାହିଁ , ତେବେ ଗ୍ରାହକ ପାଖରେ କୌଣସି ଦାବି ରହିବ ନାହିଁ. ଯେଉଁଥିରେ ପକୃତିକ ବିପର୍ଯୟ , ବନ୍ୟା, ଅଗ୍ନି ଏବଂ ଅନ୍ୟ ପକୃତିକ ବିପର୍ଯୟ , ଆଇନ ଅବରୋଧ , ଦୂର ସଂଚାର ନେଟୱର୍କ ରେ ତୃଟି କିମ୍ବା ଇଣ୍ଟରନେଟ କିମ୍ବା ନେଟୱର୍କ ତୃଟି , ସଫ୍ଟୱେର କିମ୍ବା ହାର୍ଡୱେର ତୃଟି କିମ୍ବା ଅନ୍ୟ କାରଣ ଯାହା ବ୍ୟାଙ୍କର ନିୟନ୍ତ୍ରଣ ବାହାରେ ଏହାବ୍ୟତୀତ ଯଦି ବ୍ୟାଙ୍କର ଅବହେଳା ଅଥବା ଉଚିତ ପ୍ରଯତ୍ନ ଅଭାବରୁ ହେଇଥିବ. ଏହା କୌଣସି ବି ପରିସ୍ଥିତିରେ କିଛି ବି କ୍ଷୟକ୍ଷତି ପାଇଁ ଉତ୍ତରଦାୟୀ ହେବେ ନାହିଁ ଯଥା ପ୍ରତ୍ୟକ୍ଷ ,ଅପ୍ରତ୍ୟକ୍ଷ ,ଆକସ୍ମିକ ,ପରିଣାମ ଆଦି ଏତଦବ୍ୟତୀତ ରାଜସ୍ବ ,ନିବେଶ ,ଉତ୍ପାଦନ ,ସଦ୍ଭାବନା ,ଲାଭ ,ବ୍ୟବସାୟରେ ବାଧା କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଦ୍ୱାରା କୌଣସି ପ୍ରକାର ଲେଣ ଦେଣ ପାଇଁ ନିରନ୍ତର କ୍ଷତି ହେଇଥିବା ଅବା ନ ହୋଇଥିବା କିମ୍ବା କିଛିବି ଗ୍ରାହକ ର ଖାତାରେ ଗ୍ରାହକର ଅଜାଣତରେ ଅବା ପ୍ରାଧିକର ବିନା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ର କୌଣସି ମାଧ୍ୟମ ର ଅନୁପଲବ୍ଧି ପାଇଁ କୌଣସି ବ୍ୟକ୍ତି ଦ୍ୱାରା ପାସ୍ରେବୋର୍ଡ ର ଦୁରୁପଯୋଗ ପାଇଁ କୌଣସି ଦାବି ରହିବ ନାହିଁ . ଲେଣ ଦେଣ ର ସବୁ ରିସ୍କ ଗ୍ରାହକ ର ଖଟରେ ହିଁ ହେବ ଯାହା ଉପରୋକ୍ତ ବାଙ୍କ ଖାତା ରେ କୁହା ଯାଇଛି .

ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିବା:

ଗ୍ରାହକ ଏହି କଥାରେ ସମ୍ମତ ଯେ, ବ୍ୟାଙ୍କ କମ୍ପୁଟର ରେ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବାଗୁଡିକ ସହିତ ସାଂଖିକିୟ ବିସ୍ଲେସଣ ଏବଂ କ୍ରେଡିଟ ସ୍କୋରିଂ ସମ୍ବନ୍ଧରେ ବ୍ୟକ୍ତିଗତ ତଥ୍ୟ କମ୍ପୁଟର ରେ ପ୍ରକ୍ରିୟା କରିପାରିବ. ଗ୍ରାହକ ଏହି କଥାରେ ମଧ୍ୟ ସମ୍ମତ ଯେ, ବ୍ୟାଙ୍କ , ଅନ୍ୟ ସଂସ୍ଥାଗୁଡିକୁ, କଠୋର ଆତ୍ମବିଶ୍ୱାସର ସହ , ଏହିପରି ବ୍ୟକ୍ତିଗତ ତଥ୍ୟ ଅନ୍ତର୍ଭୁକ୍ତ କରିପାରିବେ , ଯାହା ନିମ୍ନଲିଖିତ କାରଣ ପାଇଁ ଆବଶ୍ୟକ ହେଇପାରେ, କିନ୍ତୁ ନିମ୍ନଲିଖିତ ପର୍ଯନ୍ତ ସୀମିତ ନୁହେଁ:

i)କୌଣସି ଦୂରସଂଚାର କିମ୍ବା ଇଲେକ୍ଟ୍ରୋନିକ କ୍ଳିଅରିଂ ନେଟୱର୍କ ଭାଗ ନେବା ପାଇଁ

  •  ଏକ ଆଇନସମ୍ମତ ନିର୍ଦେଶର ଅନୁପାଳନ
  •  ମାନ୍ୟତା ପ୍ରାପ୍ତ କ୍ରେଡିଟ ସ୍କୋରିଂ ଏଜେନ୍ସି ଦ୍ୱାରା କ୍ରେଡିଟ ରେଟିଙ୍ଗ
  •  ଠକାମୀ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ

ଡିଜିଟାଲ ହସ୍ତାକ୍ଷରର ଭୁଲ ପ୍ରମାଣୀକରଣ ସ୍ତିତିରେ ସୂଚନା ପ୍ରାଦ୍ଦ୍ୟୋଉଗିକ ଆଇନ ୨୦୦୦ ଅନୁସାରେ ପ୍ରମାଣିତ ଅଧିକାରୀ ଦ୍ୱାରା ଜାରି କରାଯାଇଥିବା ଡିଜିଟାଲ ହସ୍ତାକ୍ଷର ପ୍ରମାଣ ପତ୍ର ଆଧାରରେ ବ୍ୟାଙ୍କକୁ କୌଣସି ଅଧିନିୟମ କିମ୍ବା ଲେଣ ଦେଣ ପାଇଁ ଉତ୍ତରଦାୟୀ ରହିବେ ନାହିଁ.

ବ୍ୟାଙ୍କ କୁ ଭାରତ ସରକାର କିମ୍ବା ଅନ୍ୟ ସରକାରୀ କିମ୍ବା ସାର୍ବଜନିକ ଅଧିକାରୀ , କିମ୍ବା ଆୟକର, ଉତ୍ପାଦ ଶୁଳ୍କ, ସୀମା ଶୁଳ୍କ , ବାଣିଜ୍ୟ କର ବିଭାଗ ଇତ୍ୟାଦିଙ୍କ ପାଇଁ ଖାତା ବିବରଣୀ ପ୍ରକାଶ କରିବା ବିରୁଦ୍ଧରେ ସୁରକ୍ଷା ଦିଆଯିବ, ଯେତବେଳେ ଆଇନଦ୍ୱାରା ଆବଶ୍ୟକ ହେବ.

କୌଣସି ଠକ ଦ୍ୱାରା ବ୍ୟାଙ୍କର ଅଜାଣତରେ କୌଣସି ଅନଧିକୃତ ଲେଣ ଦେଣ ପାଇଁ ବାଙ୍କ ଦାୟୀ ରହିବେ ନାହିଁ, ସର୍ତ୍ତନୁସାରେ ବ୍ୟାଙ୍କ ପ୍ରମାଣନ ଅଧିକାରୀ ଦ୍ୱାରା ଜାରି ଡିଜିଟାଲ ହସ୍ତାକ୍ଷର ପ୍ରମାଣପତ୍ର କାର୍ଯ କରେ.

Either or Survivor ଖାତା ବା "Anyone or Survivor" ଖାତା କ୍ଷେତ୍ରରେ ଯଦି ଗୋଟିଏ ପକ୍ଷ୍ୟ bank ku ଖାତା ର ସଂଚାଳନ କୁ ରୋକିବା ପାଇଁ ନିର୍ଦେଶ ଦିଅନ୍ତି , ତେବେ ବାଙ୍କ ଉଭୟ /ସମସ୍ତ ପକ୍ଷ୍ୟ କୁ ଖାତା ସଂଚାଳନ ପାଇଁ ଅନୁମତି ଦେବ ନାହିଁ ଯେପର୍ଯ୍ୟନ୍ତ ଉଭୟ /ସମସ୍ତ ପକ୍ଷ୍ୟ ଖାତା ର ପୁନରାରମ୍ଭ ପାଇଁ ସଂଯୁକ୍ତ ନିବେଦନ କରିବେ ନାହିଁ .

କ୍ଷତିପୂରଣ :

ଗ୍ରାହକ ବ୍ୟାଙ୍କ ଦ୍ୱାରା ସାମ୍ନା କରିଥିବା କୌଣସି ପ୍ରକାର କ୍ଷତି ବିରୋଧରେ ବାଙ୍କ କୁ ଏହାଣୀକାର ରଖେ , ଯଦି ଗ୍ରାହକ କିମ୍ବା ତୃତୀୟ ପକ୍ଷ୍ୟ ଦ୍ୱାରା ଅଣାଯାଇଥିବା ଦାବି କିମ୍ବା କାର୍ଯ୍ୟାନୁଷ୍ଠାନ ଯାହା କୌଣସି ଭାବେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ର ଦୁରୁପଯୋଗ ର ପରିଣାମ ଅଟେ.

Bank's Lien:

ବ୍ୟାଙ୍କ ପାଖରେ କିଛି ଅନ୍ୟ ଗ୍ରହଣୀୟ ବା ଶୁଳ୍କ ବାବଦୀୟ ସେଟ - ଅଫ, ଲିଅନ ର ଅଧିକାର ଅଛି , ଯାହା ବର୍ତ୍ତମାନ ର ସହିତ ଗ୍ରାହକ ର ପ୍ରାଥମିକ ଖାତା ରେ ରଖା ଯାଇଥିବା ଜମା ଉପରେ ଭବିଷ୍ୟ ଅବା ମାଧ୍ୟମିକ ଖାତା ଅବା ଅନ୍ୟ ଖାତା ରେ ତାହା ଏକକ ନାମରେ ଅବା ସଂଯୁକ୍ତ ନାମ ରେ ଥିବା ସବୁ ଜମାରାଶି ର ସୀମା ପର୍ଯ୍ୟନ୍ତ ଯାହା ବି ଥାଉ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ର ପରିଣାମ ସ୍ୱରୂପ ଉତ୍ପନ୍ନ ହୋଇଥିବା ଏବଂ ଗ୍ରାହକ ଦ୍ୱାରା ଉପଯୋଗ କରାଯାଇଥିବା.

ତୃତୀୟ ପକ୍ଷ ୱେବ ସାଇଟ ପାଇଁ ଲିଙ୍କ :

ସାଇଟ ରେ ତୃତୀୟ ପକ୍ଷ୍ୟ ର ୱେବସାଇଟ (ଲିଙ୍କଡ଼ ସାଇଟ ) ସଂଯୋଗ ହୋଇଥାଇପାରେ. ଲିଙ୍କଡ଼ ସାଇଟ ବ୍ୟାଙ୍କ ର ନିୟନ୍ତ୍ରଣ ରେ ନଥାଏ ଏବଂ ବ୍ୟାଙ୍କ କୌଣସି ପ୍ରକାର ଲିଙ୍କଡ଼ ସାଇଟ ର ବିଷୟବସ୍ତୁ ପାଇଁ ଦାୟିତ୍ୱବାନ ନୁହେଁ , ନା ହିଁ ବିନା କିଛି ଲିଙ୍କ ସାଇଟ ରେ ନିହିତ ଥିବା କୌଣସି ଲିଙ୍କ ବା ଲିଙ୍କ ସାଇଟ ରେ କିଛି ଭି ପରିବର୍ତନ ଅବା ଅପଡେଟ. ବ୍ୟାଙ୍କ କୌଣସି ଭି ଲିଙ୍କ ଶିତେ ରୁ ପ୍ରାପ୍ତ ସଂଚାରଣ ସମ୍ବନ୍ଧରେ କୌଣସି ରୂପରେ ଦାୟିତ୍ୱବାନ ନୁହେଁ ବା ନା ହିଁ ଯଦି କିଛି ଲିଙ୍କ ସୁଚାରୁ ରୂପେ କାମ କରୁ ନା ଥିଲେ . ବ୍ୟାଙ୍କ କେବଳ ଗୋଟେ ସୁବିଧା ରୂପରେ ଗ୍ରାହକ ମାନଙ୍କୁ ଏହି ଲିଙ୍କ ପ୍ରଦାନ କରୁଛି ଏବଂ କୌଣସି ଭି ଲିଙ୍କ କୁ ସାମିଲ କଲେ ଭି ବ୍ୟାଙ୍କ ର ଲିଙ୍କ ସାଇଟ ଅବା ତାହାର ସଂଚଲାକ ସହିତ କୌଣସି ସମ୍ବନ୍ଧ ର ସମର୍ଥନ ଭିତ୍ତିହୀନ. ଗ୍ରାହକ ଲିଙ୍କ ସାଇଟ ରେ ପୋଷ୍ଟ କରାଯାଇଥିବା ଗୋପନୀୟତା ଏବଂ ସର୍ତର ଉପଯୋଗ କୁ ଦେଖିବା ଏବଂ ପାଳନ କରିବା ପାଇଁ ନିଜେ ହିଁ ଦାୟୀ ରହିବେ . ବ୍ୟାଙ୍କ କୌଣସି ଦାବି ,ପ୍ରତିଶୃତି କରେ ନାହିଁ ଏବଂ ଗୁଣବତ୍ତା ଅଥବା ଅନ୍ୟଥା ର ଅଧିକାର ଦିଏନାହିଁ , ଏବଂ କୌଣସି ଭି ତୃତୀୟ ପକ୍ଷ୍ୟ ର ଉତ୍ପାଦ ,ସେବା ଏବଂ ପ୍ରଚାର , ସାଇଟ ରେ ପ୍ରଦର୍ଶିତ ଅଥବା ଅନୁଶାସହାନ ପାଇଁ ପ୍ରତ୍ୟକ୍ଷ ଅବା ଅପ୍ରତ୍ୟକ୍ଷ୍ୟ ଭାବେ କୌଣସି ଭି କ୍ଷତିପୁଅରଣା ପାଇଁ ଦାୟୀ ନୁହେଁ . ବ୍ୟାଙ୍କ କୌଣସି ଭି କାରଣ ରୁ ଗ୍ରାହକ ର ବ୍ୟବହାର ଏବଂ ଲିଂକେଡ଼ ସାଇଟ ଅବା କିଛି ଅନ୍ୟ ତୃତୀୟ ପକ୍ଷ୍ୟ ସହିତ କଥାବାର୍ତା ରୁ ଉତ୍ପନ୍ନ ହୋଇଥିବା କୌଣସି ପ୍ରକାର ଦେୟ ଅବା କୌଣସି ପ୍ରକାର ଦାୟିତ୍ୱ ରୁ ମୁକ୍ତ ଅଟେ.

ନିୟମ ଏବଂ ସର୍ତାବଳୀ ବଦଳେଇବା:

ବ୍ୟାଙ୍କ ପାଖରେ ଯେକୌଣସି ସମୟରେ କୌଣସି ବି ସର୍ତର ସଂଶୋଧନ ଅବା ପୁରାଣ କରିବା ପାଇଁ ପୁର୍ଣ ଅଧିକାର ଅଛି ଏବଂ ଏହା ଏମିତି ପରିବର୍ତନ ପାଇଁ ପୂର୍ବ ସୂଚନା ଦେବ ପାଇଁ ଚେଷ୍ଟା କରିବ ଯେଉଁଠି ସମ୍ଭବ ହେବ ( ବଜାର /ବିନିମୟକ ଅଧୀନରେ ଥିବା ପରିବର୍ତନ ବ୍ୟତୀତ ). ବ୍ୟାଙ୍କ ସମୟ ସମୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭିତରେ ନୂଆ ସେବା ଆରମ୍ଭ କରିପାରେ .ନୂଆ କାମ ର ଅଷ୍ଟୀସ୍ତ୍ୱ ଏବଂ ଉପଲବ୍ଧି ଗୁଡିକ ଉପଲବ୍ଧ ହେବ ପରେ ଗ୍ରାହକ କୁ ଅନୁସୂଚିତ କରାଯିବ .ନୂଆ ଇଣ୍ଟରନେଟ ସେବା ରେ ବଦଳାଯାଇଥିବା ନିୟମ ଏବଂ ସର୍ତ ଗୁଡିକର ସୂଚନା ଗ୍ରାହକ କୁ ଦିଆଯିବ .ଏହି ନୂଆ ସେବାର ଉପଯୋଗ କରି ଗ୍ରାହକ ଲାଗୁ ନିୟମ ଏବଂ ସର୍ତାବଳୀ ରେ ବାନ୍ଧି ହେବ ପାଇଁ ସହମତ ଅଟେ.

ସର୍ବନିମ୍ନ ବଳକା ରାଶି ଏବଂ ଶୁଳ୍କ:

ଗ୍ରାହକ ସବୁ ସମୟ ରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଖାତାରେ ବ୍ୟାଙ୍କ ଦ୍ୱାରା ନିର୍ଧାରିତ ନ୍ୟୁନତମ ଜମାରାଶି ରଖିବାକୁ ପଡିବ. ବ୍ୟାଙ୍କ ନିଜସ୍ୱ ଅଧିକାର ରେ ନ୍ୟୁନତମ ଜମାରାଶି ନରଖିବା ପାଇଁ ଜୋରାମନା ଏବଂ/କିମ୍ବା ସେବା ଶୁଳ୍କ ଆଦାୟ କରି ପାରିବେ.ଏତାଦ ବ୍ୟତୀତ, ନ୍ୟୁନତମ ଜମାରାଶି ଛଡ଼ା ବ୍ୟାଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର ପାଇଁ ସେବା ଶୁଳ୍କ ନେଇପାରିବ. ଗ୍ରାହକ ସମୟ ସମୟରେ ବ୍ୟାଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସମ୍ବନ୍ଧିତ ସମସ୍ତ ଶୁଳ୍କ ଗ୍ରାହକର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଖାତାରୁ ଆଦାୟ କରିବା ପାଇଁ ଅନୁମୋଦନ ଦିଏ.

ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବାର ସମାପ୍ତି:

ଗ୍ରାହକର ସମସ୍ତ ଖାତାଗୁଡିକ ବନ୍ଦ କଲାପରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସ୍ୱୟଂଚାଳିତ ଭାବେ ସମାପ୍ତ ହେଇଯିବ.

ଗ୍ରାହକ ବ୍ୟାଙ୍କ କୁ ଅତି କମରେ ୧୫ ଦିନର ଲିଖିତ ସୂଚନା ଦେଇକରି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ସମାପ୍ତ କରିବା ପାଇଁ ଅନୁରୋଧ କରିପାରେ.ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା କୁ ବନ୍ଦ କରିବା ସମୟ ପୂର୍ବରୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ନିଜର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଖାତାରେ କରାଯାଇଥିବା ସବୁ ପ୍ରକାର ଲେନ ଦେନ ପାଇଁ ଦାୟିତ୍ୱବାନ ରହିବ.

ବ୍ୟାଙ୍କ କୌଣସି ସମୟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ପ୍ରତ୍ୟାହାର କରି ନେଇପାରେ ଶର୍ତ ଅନୁସାରେ ବ୍ୟାଙ୍କ ଏହି ପରିସ୍ଥିତିରେ ଗ୍ରାହକକୁ ଉଚିତ ସୂଚନା ଦେଇଥିବା ଦରକାର. ଯଦି ବ୍ୟାଙ୍କ ନିୟମ ଏବଂ ସର୍ତାବଳୀ ଉଲ୍ଲଙ୍ଗନ ବ୍ୟତୀତ ଅନ୍ୟ କୌଣସି କାରଣରୁ ପାଇଁ ଗ୍ରାହକ ଠାରୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ପ୍ରତ୍ୟାହାର କରିନିଏ ତେବେ ବ୍ୟାଙ୍କର ଦେୟତା କେବଳ ବାର୍ଷିକ ଶୁଳ୍କ ଫେରାଇବା ପର୍ଯନ୍ତ ସୀମିତ ରହିବ. ଯଦି କୌଣସି ସମୟରେ ଗ୍ରାହକ ଠାରୁ ଆଦାୟ କରାଯାଇଥାଏ .

ବ୍ୟାଙ୍କ ବିନା କୌଣସି ପୂର୍ବ ସୂଚନାରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧାଗୁଡିକୁ ନିଲମ୍ବିତ କିମ୍ବା ବନ୍ଦ କରି ପାଇବେ ଯଦି ଗ୍ରାହକ ଏହି ନିୟମ ଏବଂ ସର୍ତାବଳୀ ଗିଦିକୁ ଉଲ୍ଲଙ୍ଘନ କରିଛି କିମ୍ବା ବ୍ୟାଙ୍କ ଗ୍ରାହକର ମୃତ୍ୟୁ , ଦେବଳିଆମୀ, କିମ୍ବା ଆଇନ କ୍ଷମତାର ଅଭାବ ବିଷୟରେ ଜାଣି ଥାଏ .

ଶାସକୀୟ ଆଇନ :

ଏହି ସବୁ ନିୟମ ଏବଂ ଶର୍ତ ଅବା ବ୍ୟାଙ୍କ ଦ୍ୱାରା ତିଆରି କରାଯାଇଥିବା ଗ୍ରାହକ ର ଖାତା ରେ ସଞ୍ଚାଳନ ଅବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପ୍ରଦାନ କରାଯାଇଥିବା ସେବା ଗୁଡିକ ର ଉପଯୋଗ ଭାରତ ସରକାରଙ୍କ ଅଧୀନ ରେ ଆସେ ଏବଂ ଅନ୍ୟ ରାଷ୍ଟ୍ର ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ ନାହିଁ. ଗ୍ରାହକ ଏବଂ ବ୍ୟାଙ୍କ ଭାରତ ରେ ନ୍ୟାୟପାଳିକା ର ଅନନ୍ୟ କ୍ଷେତ୍ରାଧିକାର ରେ ପ୍ରସ୍ତୁତ କରିବା ପାଇଁ ସହମତ ଅଟନ୍ତି ଯାହାଙ୍କର ଅଧିକାର କ୍ଷେତ୍ର ରେ ଖାତା କୁ ବଜାୟ ରଖାଯାଏ ଯେଉଁଠି ଏହି ନିୟମ ଏବଂ ଶର୍ତ ଗୁଡିକର ଆଧାରରେ ଉତ୍ପନ୍ନ ହୋଇଥିବା କିଛି ଭି ଦାବି କିମ୍ବା ମାମଲା ର ସମ୍ପର୍କ ଥିବ

ବ୍ୟାଙ୍କ ଭାରତ ଗଣରାଜ୍ୟ ବ୍ୟତୀତ ଅନ୍ୟ ରାଷ୍ଟ୍ରର ନିୟମର ଅନୁପାଳନ ନ କରିବା ପାଇଁ ପ୍ରତ୍ୟକ୍ଷ ଅବା ଆପ୍ରତ୍ୟକ୍ଷ୍ୟ ରୂପେ କିଛି ଭି ଦାୟିତ୍ୱ ସ୍ୱୀକାର କରେ ନାହିଁ.କେବଳ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ରେ କୌଣସି ଗ୍ରାହକ ଦ୍ୱାରା ଇଣ୍ଟରନେଟ ମାଧ୍ୟ୍ୟମରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଯାଇପାରିବ ଏହାର ଅର୍ଥ ଏହା ବୁଝାଯାଇପାରିବ ନାହିଁ କି ଉକ୍ତ ଦେଶର ଆଇନ ବ୍ୟାଙ୍କ ଅବା ସେହି ନିୟମ ଏବଂ ଶର୍ତ ଅବା ଗ୍ରାହକ ର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଖାତା ରେ ସଂଚାଳନ ଅବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ର ଉପଯୋଗ କୁ ନିୟନ୍ତ୍ରିତ କରେ.

ୱାରେଣ୍ଟି ଅସ୍ଵିକୃତି :

i) ଗ୍ରାହକ ଦ୍ୱାରା ଏହି ସାଇଟ ର ଉପଯୋଗ ଗ୍ରାହକର ହିଁ ରିସ୍କ ଏବଂ ଦାୟିତ୍ୱ ଉପରେ ନିର୍ଭର କରେ.ଏହି ସାଇଟ ରେ ପ୍ରଦାନ କରାଯାଇଥିବା ସୂଚନା ତଥ୍ୟ “ଯାହା ଯେମିତି” ଏବଂ “ଉପଲବ୍ଧ ରୂପେ” ଆଧାରିତ. ii) ବ୍ୟାଙ୍କ ଏହା ଦ୍ୱାରା କୌଣସି ପ୍ରକାର ପ୍ରତିଶ୍ରୁତି ପତ୍ର କୁ ସ୍ପଷ୍ଟ ଏବଂ ସମ୍ପୂର୍ଣ ଭାବେ ଖଣ୍ଡନ କରେ ଯାହା ପ୍ରକାଶିତ ଅବା ଅଭିବ୍ୟକ୍ତିତ ହେଲେ ମଧ୍ୟ ଯେଉଁଠି କୌଣସି ବିଶେଷ ଉଦ୍ଦେଶ୍ୟ ପାଇଁ ସଠିକତା ପୂର୍ଣ୍ଣତା ଅବା ବ୍ୟପାରୀୟତା ର ନିହିତ ପ୍ରତିଶ୍ରୁତି ପର୍ଯ୍ୟନ୍ତ ସିମୀତ ରହେ ନାହିଁ ଏବଂ ବୌଦ୍ଧିକ ନୀତି ର ଉଲ୍ଲଙ୍ଘନ କରେ ନାହିଁ. iii) ଗ୍ରାହକ ସ୍ୱୀକାର କରେ ଏବଂ ପୂର୍ଣ ରୂପେ ସହମତ ଅଟେ ଯେ ବ୍ୟାଙ୍କ କୌଣସି ଭି ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ , ଆକସ୍ମିକ ଖ୍ୟାତି/ହାନି ପାଇଁ ଦାୟିତ୍ୱବାନ ଅବା ଉତ୍ତରଦାୟୀ ନୁହନ୍ତି ଯାହାବି ଏହି ସାଇଟ ରେ ନିହିତ କୌଣସି ସୂଚନା ର ଉପଯୋଗ କରିବାର ପରିଣାମ ସ୍ୱରୂପ ହେବ.ଗ୍ରାହକ ଏହା ଦ୍ୱାରା ସ୍ୱୀକାର କରେ ଏବଂ ସହମତ ଅଟେ ଯେ ଏଠି ନିହିତ ସୂଚନା କେବଳ ବ୍ୟକ୍ତିର ସୂଚନାତ୍ମକ ପ୍ରୟୋଜନ ପାଇଁ ଅଟେ. iv). ବ୍ୟାଙ୍କ ଆଗକୁ କିଛି ପ୍ରତିଶ୍ରୁତି ଦିଏ ନାହିଁ କି ଉକ୍ତ ସୂଚନା ଗ୍ରାହକ କୁ ପୁରା କରିବା ଆବଶ୍ୟକତା ଏବଂ କୌଣସି ସ୍ଥିତି ରେ ବ୍ୟାଙ୍କ ଅନୁବନ୍ଧ ରେ ଚ୍ୟୁତି ଅବା ଅନ୍ୟ କୌଣସି କ୍ଷତି ପାଇଁ ଉତ୍ତରଦାୟୀ ନୁହେଁ.ଯାହା ଭି(କୌଣସି ପ୍ରକାର କ୍ଷତି, ସୀମାବଦ୍ଧତା, ବାଧା, କୌଣସି ପ୍ରକାର କ୍ଷତ) ର ଉପଯୋଗ ରୁ ଉତ୍ପନ୍ନ ହୋଇଥିବା ଅଥବା ସାମଗ୍ରୀ ର ଉପଯୋଗ କରିବାରେ ଅସମର୍ଥତା. v). ବ୍ୟାଙ୍କ ଏହା ପ୍ରତିଶ୍ରୁତି ଦିଏ ନାହିଁ ଯେ ସାମଗ୍ରୀ ରେ ନିହିତ କାର୍ଯ୍ୟ ନିରବଦ୍ଧ ଅବା ତୃଟିମୁକ୍ତ ଅଟେ କି ତୃତୀଗୁଡିକୁ ଠିକ କରାଯିବ ଅବା ଏହି ସାଇଟ ଅବା ସର୍ଭର ଯାହା ଏଗୁଡ଼ିକୁ ଉପଲବ୍ଧ କରାଏ ଭାଇରସ ଅବା ଅନ୍ୟ ହାନିକାରକ ଉତ୍ପାଦ ମୁକ୍ତ ଅଟେ. vi). କୌଣସି ପରାମର୍ଶ ଅବା ସୂଚନା ଯାହା ମୌଖିକ ଅବା ଲିଖିତ ଅବା ଅପ୍ରତ୍ୟକ୍ଷ ରୂପରେ ମାଧ୍ୟମ ରେ , ଏହି ସାଇଟ ରେ ଗ୍ରାହକ ଦ୍ୱାରା ପ୍ରାପ୍ତ କୌଣସି ପ୍ରତିଶ୍ରୁତି ଯାହା ସ୍ପଷ୍ଟ ଭାବେ ଅବା ନିହିତ ଭାବେ ଯାହାବି ତିଆରି କରିବା ପାଇଁ ବୁଝାଯିବ Vii). ଗ୍ରାହକ କୁ କୌଣସି ପଦକ୍ଷେପ ଅବା ଅନ୍ତିମ ନିର୍ଣ୍ଣୟ ନେବା ଆଗରୁ ନିଜର ବ୍ୟକ୍ତିଗତ ଅନୁସନ୍ଧାନ କରିବା ପାଇଁ ପ୍ରୋତ୍ସାହିତ କରାଯାଏ. Viii). ଏହି ଅସ୍ବିକାରଣ କୌଣସି ଅନ୍ୟ ଅସ୍ବିକାରଣ ବ୍ୟତୀତ ଲାଗୁ ହୁଏ ଯଦି ଏହି ସାଇଟ ରେ ଚୁକ୍ତି ହିସାବରେ ସାଇଟରେ ସାମିଲ କରାଯାଏ.

ନୋଟିସ:

ବ୍ୟାଙ୍କ ସାର୍ବଜନିକ ଭରେ ବିଜ୍ଞପ୍ତି ପ୍ରକାଶିତ କରିପାରିବେ ଯାହା ସମସ୍ତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଗ୍ରାହକଙ୍କ ପାଇଁ that ୱେବସାଇଟ ରେ ଲାଗୁ ହେଇଥାଏ. ଏହି ପ୍ରକାର ବିଜ୍ଞପ୍ତି ପ୍ରତିଟି ଗ୍ରାହକକୁ ସ୍ୱତନ୍ତ୍ରଭାବେ ସରବରହିତ ନୋଟିସ ଅନୁରୂପ ପ୍ରଭାବ ପକେଇଥାଏ.

ଶାଖାର କୌଣସି ଖାତାର ବିବାଦୀୟ ଘଟଣାର ନ୍ୟାୟ ନିର୍ଣ୍ଣୟ କରିବା କେବଳ ସେହି ନ୍ୟାୟାଳର ଅଧିକାର ଅଛି ଯେଉଁ ନ୍ୟାୟାଳୟର ଇଲାକାରେ ଶାଖା ଆସୁଛି .ଅନ୍ୟ କୌଣସି ନ୍ୟାୟାଳର ଅଧିକାର ନାହିଁ .

ଛାଡ଼ ଛାଡ /ଅଧିତ୍ୟଗ :

ବ୍ୟାଙ୍କ ତରଫରୁ ଏହି ପରିସର ମଧ୍ୟରେ ଅଥବା ଆଇନ ଅନୁସାରେ ଅବା ଆଇନ ଅନୁଯାୟୀ ଏହା ପାଇଁ ଉପଲବ୍ଧ କୌଣସି ପ୍ରକାର ଅଧିକାର ର ପ୍ରୟୋଗ କରିବାରେ ବିଫଳତା ଅବା ଅନ୍ୟ କୌଣସି ବିକଳ୍ପ ଅଧିକାର ଅବା ଉପାୟ ର ପ୍ରୟୋଗ କରିବା ପାଇଁ ନିହିତ ଅବା ରିହାତି ଅବା କୌଣସି ରୂପରେ ଲଗା ଯାଇ ପାରିବ ନାହିଁ.ଏହି ପ୍ରକାର ଶବ୍ଦ ଅବା ଉପାୟ ର ତ୍ୟାଗ ରୂପରେ କିନ୍ତୁ ଗୋଟିଏ ହିଁ ଜାରି ରହିବ ଏବଂ ପୁରା ଶକ୍ତି ଏବଂ ପ୍ରଭାବ ରେ ରହିବ.

ବ୍ୟାଙ୍କଦ୍ୱାରା କୌଣସି ଅଧିକାର ସାମର୍ଥ୍ୟ କିମ୍ବା ପ୍ରତିକାରର ଏକ ବା ଆଂଶିକ ଅତିରିକ୍ତ ପ୍ରୟୋଗ ଅନ୍ୟ ଯେକୌଣସି ଅଧିକାର ,ସାମର୍ଥ୍ୟ କିମ୍ବା ପ୍ରତିକାରକୁ ସୀମିତ /ବହିଷ୍କୃତ କରିପାରିବ ନାହିଁ.

ସାଧାରଣ :

ଏହି ରାଜିନାମାର ଵାକ୍ୟାଂଶର ଶୀର୍ଷକ କେବଳ ମାତ୍ର ସୁବିଧା ପାଇଁ ଏବଂ ଏହା ଆପେକ୍ଷିକ ଵାକ୍ୟାଂଶର ଅର୍ଥକୁ ପ୍ରଭାବିତ କରେ ନାହିଁ .

ଉପଯୋଗକର୍ତ୍ତା ଏହି ରାଜିନାମାକୁ ଆଉ କାହାରିକୁ ସମର୍ପି ପାରିବେ ନାହିଁ. ବ୍ୟାଙ୍କ ଏହି ଚୁକ୍ତି ଅନୁସାରେ ନିଜର ଦାୟିତ୍ୱ ପୁରା କରିବା ପାଇଁ ଏଜେଣ୍ଟ ନିୟୋଜିତ କରିପାରିବେ ..ବ୍ୟାଙ୍କ ଏହି ରାଜିନାମା ଅନୁସାରେ ନିଜର ଅଧିକାର ଏବଂ ଦାୟିତ୍ୱ ଅନ୍ୟ ଯେ କୌଣସି କମ୍ପାନୀକୁ ହସ୍ତାନ୍ତରଣ କିମ୍ବା ସମର୍ପଣ କରିପାରିବ .