ପ୍ରିୟ ଗ୍ରାହକ
- ଯଦି ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଉପଭୋଗ କରିବାରେ ଅସୁବିଧା ର ସମୂଖୀନ ହେଉଛନ୍ତି ତେବେ ବ୍ରାଉଜର କେଚେ ସଫା କରିବା ପାଇଁ ନିମ୍ନଲିଖିତ ପ୍ରଣାଳି ଆପଣାନ୍ତୁ .
"ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ୫.୦ କିମ୍ବା ଅଧିକ ପାଈଁ"
- ବାଛନ୍ତୁ ଟୁଲ୍ ବ୍ରାଉଜର ର ମେନୁ ବାର୍ ମଧ୍ୟରୁ.
- ବାଛନ୍ତୁ ଇଣ୍ଟରନେଟ୍ ବିକଳ୍ପ.
- ଟାଇଟଲ୍ ମଧ୍ୟରୁ ସାମୟିକ ଇଣ୍ଟରନେଟ୍ ଫାଇଲ୍, କ୍କିକ୍ ଅନ୍ ଡିଲିଟ୍ ଫାଇଲ୍
- କ୍କିକ୍ ଅନ୍ ପ୍ରୟୋଗ/ଠିକ୍ ଅଛି
- ବ୍ରାଉଜର ପୁନଃପ୍ରାରମ୍ଭ କରନ୍ତୁ
ମୋଜିଲା ଫାୟାର୍ଫୋକ୍ସ ୩.୦ ପାଇଁ
- ବାଛନ୍ତୁ ଟୁଲ୍ ବ୍ରାଉଜର ର ମେନୁ ବାର୍ ମଧ୍ୟରୁ.
- ବାଛନ୍ତୁ ବ୍ୟତିଗତ ତଥ୍ୟ ଖାଲି କରନ୍ତୁ.
- ଟାଇଟଲ୍ ମଧ୍ୟରେ ବର୍ତ୍ତମାନ ନିମ୍ନଲିଖିତ ତଥ୍ୟ ଖାଲି କରନ୍ତୁ:: , ବାଛନ୍ତୁ କେଚେ.
- ବାଛନ୍ତୁ ବ୍ୟକ୍ତିଗତ ତଥ୍ୟ ଖାଲି କରନ୍ତୁ
- ବ୍ରାଉଜର ପୁନଃପ୍ରାରମ୍ଭ କରନ୍ତୁ
ନେଟ୍ ସ୍କେପ୍ ନାଭିଗେଟର୍ ୪.୭ ପାଇଁ
- ବାଛନ୍ତୁ ସମ୍ପାଦନ ବ୍ରାଉଜର ର ମେନୁ ବାର୍ ମଧ୍ୟରୁ.
- ବାଛନ୍ତୁ ପସନ୍ଦ.
- ଟାଇଟଲ୍ ମଧ୍ୟରେ ଉନ୍ନତ, କ୍କିକ୍ ଅନ୍ କେଚେ.
- ଆସନ୍ନ ୱିଣ୍ଡୋରେ କ୍ଲିକ୍ କରନ୍ତୁ କେଚେ ମେମୋରି ବିଲୋପ ଏବଂ କୁହନ୍ତୁ ହଁ/span>.
- କ୍କିକ୍ ଅନ୍ ଠିକ୍ ଅଛି ବିନ୍ୟାସ ପ୍ରୟୋଗ କରିବା ପାଇଁ
- ବ୍ରାଉଜର ପୁନଃପ୍ରାରମ୍ଭ କରନ୍ତୁ
କ୍ରୋମ୍ ୧.୨ ପାଇଁ
- କ୍କିକ୍ ରେନ୍ଚ ମେନୁ ବ୍ରାଉଜର ର ମେନୁ ବାର୍ ମଧ୍ୟରୁ
- ବାଛନ୍ତୁ ବ୍ରାଉଜର ତଥ୍ୟ ଖାଲି କରନ୍ତୁ.
- ଟାଇଟଲ୍ ମଧ୍ୟରେ ନିମ୍ନଲିଖିତ ଆଇଟମ୍ ବିଲୋପନ କରନ୍ତୁ:: ,ବାଛନ୍ତୁ କେଚେ ଖାଲି କରନ୍ତୁ କେଚେ ଏବଂ
- ବାଛନ୍ତୁ ଏହି ଅବଧିର ତଥ୍ୟ ଖାଲି କରନ୍ତୁ ଆପଣଙ୍କ ଇଛା ମୁତାବକ ତାଲିକା ରେ ଦିଆଯାଇଥିବା (ଯଥା: ଶେଷ ସପ୍ତାହ).
- କ୍କିକ୍ ଅନ୍ ବ୍ରାଉଜର ତଥ୍ୟ ଖାଲି କରନ୍ତୁ
- ବ୍ରାଉଜର ପୁନଃପ୍ରାରମ୍ଭ କରନ୍ତୁ
ଯଦି ଅସୁବିଧାର ସମୂଖୀନ ହେଉଛନ୍ତି ତେବେ ଆମ ସହିତ ଯୋଗାଯୋଗ କରନ୍ତୁ eseeadm[at]iobnet[dot]co[dot]in