ଗ୍ରାହକ ସଚେତନତା ଟିପ୍ସ !

    ଭାଷା ଚୟନ କରନ୍ତୁ

ନିଜର

  •   ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଲଗ୍‍ଇନ୍‍ ଆଇଡି, ପାସ୍‍ୱାର୍ଡ, ପିନ୍‍.
  •   ଭିସା ଦ୍ୱାରା ସତ୍ୟାପିତ ଡେବିଟ୍‍ କାର୍ଡ/ କ୍ରେଡିଟ୍‍ କାର୍ଡ ସଂଖ୍ୟା , ପିନ୍‍, ସିଭିଭି
  •   ଇ-ମେଲ୍‍, ଫୋନ୍‍ କଲ୍‍, ୱେବ୍‍ସାଇଟ୍‍ କିମ୍ବା ମୋବାଇଲ୍‍ ଏପ୍‍ ଦ୍ୱାରା ଖାତା ସଂଖ୍ୟା, ଗ୍ରାହକ ନମ୍ବର, ଇ-ମେଲ୍‍ ଆଇଡି, ଇ-ମେଲ୍‍ ପାସ୍‍ୱାର୍ଡ, ମୋବାଇଲ୍‍ ନମ୍ବର

ଜାଣତରେ କିମ୍ବା ଅଜାଣତରେ ଫୋନ୍‍ କିମ୍ବା ଅନ୍ୟ କୌଣସି ଫିସିଂ ସାଇଟ୍‍ ଦ୍ୱାରା ଲଗ୍‍ଇନ୍‍ ଆଇଡି, ପାସ୍‍ୱାର୍ଡ ଏବଂ ପିନ୍‍ ପ୍ରକାଶ କରିବା କିମ୍ବା ଫିସିଂ ଆବେଦନକୁ ଡାଉନ୍‍ଲୋଡ୍‍ କରିଥିବା ଆଇଓବି ଗ୍ରାହକ ମାନକୁ ସୂଚିତ କରାଯାଉଅଛି କି ତୁରନ୍ତ ନିଜର ପାସ୍‍ୱାର୍ଡ/ପିନ୍‍ ବଦଳାନ୍ତୁ


ଆଇଓବି ନିଜ ଗ୍ରାହକ ମାନଙ୍କର ସବିଶେଷ ତଥ୍ୟ ଜାଣିବା ପାଇଁ ତାଙ୍କୁ କୌଣସି ଇ-ମେଲ୍‍ ପଠାଏ ନାହିଁ କିମ୍ବା କୌଣସି ଫୋନ୍‍କଲ୍‍ କରେ ନାହିଁ| ଆମେ ଆପଣ ମାନଙ୍କୁ ଅନୁରୋଧ କରୁଅଛୁ କି ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଏବଂ ଏଟିମ୍‍ କାର୍ଡର ସବିଶେଷ ତଥ୍ୟ କୌଣସି ଫୋନ୍‍ କିମ୍ବା ଇ-ମେଲ୍‍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରକାଶ କରନ୍ତୁ ନାହିଁ|


ଜାରି ରଖିବା ପାଇଁ କ୍ଲିକ୍ କରି ଆପଣ ନିଶ୍ଚିତ କରନ୍ତୁ କି ଉପରୋକ୍ତ ସର୍ତ୍ତାବଳୀରେ ସହମତ ଅଟନ୍ତି |


ଟିପ୍ପଣୀ: ଇଣ୍ଟରନେଟ୍ ଏକ୍ସପ୍ଲୋରର୍, କ୍ରୋମ୍, ସଫାରି ଏବଂ ମୋଜିଲା ଫାୟାରଫକ୍ସ ପରି ବ୍ରାଉଜରର ସର୍ବଶେଷ ସଂସ୍କରଣ ସହିତ ଆଇ ଓ ବି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଭଲ କାମ କରେ |