ଆ ଇ ଓ ବି ବ୍ୟବସାୟିକ ଓ ବ୍ୟତିଗତ ବ୍ୟାଙ୍କିଙ୍ଗ ଗ୍ରାହକ ପାଇଁ ଆମ୍ଭେ ବିଶ୍ୱ ର ସବୁଠୁ ସୁରକ୍ଷିତ ପ୍ରଯୁକ୍ତି ବିଦ୍ୟା (ପବ୍ଲିକ କି ଇନ୍ଫ୍ରାଷ୍ଟ୍ରକ ଚର ) ଶୁଭାରଂଭ କରିଛୁ
ଆପଣଙ୍କ ବ୍ୟାଙ୍କିଙ୍ଗ କାରବାର ଅଧିକା ସୁରକ୍ଷା ପାଇଁ ଆମ୍ଭ ସହ ଆପଣଙ୍କ ଡିଜିଟାଲ ସାର୍ଟିଫିକେଟ ରେଜିଷ୍ଟ୍ରର କରନ୍ତୁ
ଆପଣଙ୍କ ସାର୍ଟିଫିକେଟ ଆମ ସର୍ଭରରେ ରେଜିଷ୍ଟ୍ରର ହୋଇସାରିଲା ପରେ ଆପଣଙ୍କ ଇ-ମେଲ୍ କୁ ସନ୍ଦେଶ ଅସିବ
ଏହି ଡିଭାଇସ ଆପଣଙ୍କ ଡିଜିଟାଲ ସାର୍ଟିଫିକେଟ କୁ ଇ -ଟୋକେନ ମାଧ୍ୟମରେ ସଂରକ୍ଷଣ କରିବ

ନିମ୍ନ ଲିଖିତ ପ୍ରଣାମ ପତ୍ର ଅଧିକାରୀ ଙ୍କ ଠୁ ଡିଜିଟାଲ ସାର୍ଟିଫିକେଟ କିଣନ୍ତୁ :
ନିଜ ସାର୍ଟିଫିକେଟ ରେଜିଷ୍ଟ୍ରର କରିବା ଵିଧି :
ନିଜ ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗ ଲଗିଂ କରନ୍ତୁ (ବ୍ୟବସାୟିକ /ବ୍ୟତିଗତ ଲଗିଂ )
ଖାତା ' ମେଁନୁ ରୁ "ନିଜର ଡିଜିଟାଲ୍ ପ୍ରମାଣପତ୍ର ପଞ୍ଜୀକୃତ କରନ୍ତୁ" ବଟନ୍ ଦବାନ୍ତୁ
ଆପଣଙ୍କ ସାର୍ଟିଫିକେଟ ଅଧିକାରୀ ଚୟନ କରନ୍ତୁ (ପ୍ରଣାମ ପତ୍ର ପ୍ରଦାନକାରୀ ) ଓ ଅପଲୋଡ଼ କରନ୍ତୁ

ଆପଣଙ୍କ ପାଇଁ ଲାଭ ଦାୟକ
ହେକର ଦ୍ୱାରା ଆପଣଙ୍କ ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗ କୁ ହେ କିଙ୍ଗ ଅସମ୍ଭବ ଯେହେତୁ ୟୁଜର କୁ ଲଗିଂ ପାଇଁ ଇ ଟୋକେନ ନିହାତି ଦରକାର
ଯଦି ଆପଣଙ୍କ ୟୁଜର ନାମ ଓ ପାସୱାର୍ଡ ଲିକ ହେଇଯାଏ ତଥାପି ଅନ୍ୟ ୟୁଜର ଲଗିଂ କରିପାରିବେ ନାହିଁ ଇ ଟୋକେନ ବିନା
ସାର୍ଟିଫିକେଟ ବ୍ୟବହାର କରି ଆପଣଙ୍କ ତଥ୍ୟ କୁ ଡ଼ିଜିଟାଳୀ ହସ୍ତାକ୍ଷର କରନ୍ତୁ ଆପଣଙ୍କ ଇ ଟୋକେନ ମାଧ୍ୟମରେ ଏହା ଦ୍ୱାରା ଅଖଣ୍ଡତା ଓ ପ୍ରମାଣୀକତା ବଜାୟ ରହି ଥାଏ

ବ୍ୟାଙ୍କ ପାଇଁ ଲାଭ ଦାୟକ
କେବଳ ଅପଣଙ୍କ ଦ୍ୱାରା,ହେକର୍ ଦ୍ୱାରା ନୁହଁ

ଆଲାଦିନ୍ ଇ-ଟୋକେନ୍ ଇନ୍ସ୍ଟାଲେସନ୍ ଡ୍ରାଇଭର୍
eToken ଅଟୋରନ୍ ପ୍ୟାକେଜ୍
( eToken Autorun ପ୍ୟାକେଜ୍ ଡାଉନଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ)ୱିଣ୍ଡୋଜ୍ 2003, ଏକ୍ସପି, ଭିସ୍ତା, 7 - 32 ବିଟ୍
( କ୍ଲିକ୍ କରନ୍ତୁ EToken ଡ୍ରାଇଭର ଡାଉନଲୋଡ୍ କରିବାକୁ ଏଠାରେୱିଣ୍ଡୋଜ୍ 98,2000
( eToken ଡ୍ରାଇଭର ଡାଉନଲୋଡ୍ କରିବାକୁ ଏଠାରେ କ୍ଲିକ୍ କରନ୍ତୁ)Windows 7, Vista - 64bit
( ଏଠାରେ କ୍ଲିକ୍ କରନ୍ତୁ ଡ୍ରାଇଭର)