ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସୁରକ୍ଷା



    ଆମେ ଇଣ୍ଡିଆନ ଓବରସିଜ ବ୍ୟାଙ୍କ ସୁରକ୍ଷା କୁ ସବୁଠୁ ବେଶୀ ଦୁରୁତ୍ବ ଦେଇଥାଉ ଏବଂ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ନିୟୋଜିତ କରାଯାଇଛି ଯଥା ଫାୟାରୱେଲ ୧୨୮-ବିଟ ସିକଵୋର ସେଫଟି ଲେୟାର (ଏସ ଏସ ଏଲ ) ଏନ୍କ୍ରିପସନ ଭେରିସାଇନି ଡିଜିଟଲ ପ୍ରମାଣପତ୍ର ଆର୍ଥିକ Len den ସମୟରେ ଦ୍ବି-ସ୍ଥରୀୟ ପ୍ରାମାଣିକରଣ (ପାସୱାର୍ଡ ଏବଂ ପିନ). ଆମେ chahun , ଆମ ଗ୍ରାହକମାନେ ଜଡିତ ରିସ୍କ ବିଷୟରେ ଅବଗତ ରୁହଂତୁ ଏବଂ ଅନଲାଇନ ବ୍ୟାଙ୍କିଙ୍ଗକୁ ସୁରକ୍ଷିତ ରଖିବା ପାଇଁ ଉଚିତ ପଦକ୍ଷେପ ନିଅନ୍ତୁ. ଆମେ ଠକଙ୍କ ଦ୍ୱାରା ଆର୍ଥିକ ସଂସ୍ଥାନ ର ଗ୍ରାହାକଙ୍କୁ ପଠାଯାଉଥିବା ମେଲ ବିଷୟରେ ପରେ ଜାଣିବାକୁ ପାଇଲୁ. ଏହି ମେଲ ଆର୍ଥିକ ସଂସ୍ଥାନରୁ ଆସିଥିବା ପରି ଲାଗିଥାଏ କିନ୍ତୁ ଏହା ପକୃତରେ ଠକଙ୍କ ଠାରୁ ଆସିଥାଏ . ଏହି ମେଲ ରେ ଆର୍ଥିକ ସଂସ୍ଥାନର ଅବିକଳ ଭାବେ ଡିଜାଇନ କରାଯାଇଥିବା ୱେବସାଇଟର ଏମ୍ବେଡ୍ଡେଡ଼ ଲିଙ୍କ ଥାଏ ଏବଂ ଗ୍ରାହକର ଗୋପନୀୟ ତଥ୍ୟ ଯଥା ଲଗଇନ ଆଇଡି ପାସୱାର୍ଡ , ପିନ ଇତ୍ୟାଦି ମାଗି ଥାଏ. . ଏହିପରି ଇ ମେଲ ଠାରୁ ସାବଧାନ ରୁହନ୍ତୁ. ବ୍ୟାଙ୍କ ଆପଣଙ୍କ ଇଣ୍ଟେର୍ନେଟ ବ୍ୟାଙ୍କିଙ୍ଗ ପାସୱାର୍ଡ କିମ୍ବା ପିନ , ଏ ଟି ଏମ ଡେବିଟ କାର୍ଡ, କ୍ରେଡିଟ କାର୍ଡ ତଥ୍ୟ ମେଲ ମ ମାଧ୍ୟମରେ କିମ୍ବା ଅନ୍ୟଥା ପଛରେ ନାହିଁ. ଯଦି ଆପଣ ଏମିତି କୌଣସି ମେଲ ପାଆନ୍ତି ଯେଉଁଥିରେ ସୁରକ୍ଷା ତଥ୍ୟ ବିଷୟରେ ପଚରାଯାଇଥାଏ , ତାହାର ଜବାବ ଦିଅନ୍ତୁ ନାହିଁ. ଇମେଲ ଭିତରେ ଥିବା ହାଇପାରଲୀଙ୍କ କୁ କ୍ଲିକ କରନ୍ତୁ ନାହିଁ. ବ୍ୟାଙ୍କ ଏହିପରି ମେଲ ପଠାଇ ହାଇପର- ଲିଙ୍କ ରେ କ୍ଲିକ କରିବାକୁ କହେ ନାହିଁ . ଯଦି ଆପଣ ଏହିପରି ମେଲ ପାଆନ୍ତି ଦୟାକରି ଆମ ପାଖକୁ ପଠାନ୍ତୁ. eseeadmin[at]iobnet[dot]co[dot]in ଏହା ଆମକୁ ପ୍ରବଞ୍ଚକ ଲୋକଙ୍କ ଉପରେ ତଦନ୍ତ କରିବାରେ ସହାୟତା କରିବ

ନିମ୍ନ ଲିଖିତ କିଛି ପୂର୍ବ ବିଧାନ ଆପଣାନ୍ତୁ ::

  •  ସ୍ପାମ ମେଲ ଠାରୁ ସାବଧାନ ରୁହନ୍ତୁ ଯେଉଁଥିରେ ଭାଇରସ ଥାଇ ପାରେ କିମ୍ବା ଅବିକଳ ଭାବେ ଡିଜାଇନ କରିଯାଇ ବ୍ୟାଙ୍କ ୱେବସାଇଟ ଲିଙ୍କ ହେଇଥାଇ ପାରେ . ଆପଣଙ୍କ ଗୋପନୀୟ ତଥ୍ୟ ଯଥା ଲଗଇନ- ଆଇଡି ପାସୱାର୍ଡ , ପିନ ଇତ୍ୟାଦି ସହିତ ବୁଝାବଣା କରିବା ଉଦେଶ୍ୟ ଅଟେ.
  •   ନିଜ ବ୍ୟକ୍ତିଗତ ବିବରଣ ଯଥା ଲଗ୍‍ଇନ୍‍ ଆଇଡି, ପାସ୍‍ୱାର୍ଡ ଏବଂ ପିନ୍‍ ଗୋପନୀୟ ରଖନ୍ତୁ | ନିଜ ପାସ୍‍ୱାର୍ଡ/ପିନ୍‍ ନିୟମିତ ଅନ୍ତରାଳରେ ବଦଳାନ୍ତୁ | ବ୍ୟାଙ୍କ କର୍ମଚାରୀମାନଙ୍କୁ ମଧ୍ୟ ଜଣାନ୍ତୁ ନାହିଁ|
  •  ନିଜ ପାସ ୱର୍ଡ ପାଇଁ ଉଭୟ ଅକ୍ଷର ଓ ସଂଖ୍ୟା ର ବ୍ୟବହାର କରନ୍ତୁ
  •  ନିଜ ଖାତା ଉପରେ ବରାବର ନଜର ରଖନ୍ତୁ
  •  ନିଜ ଖାତା ବିବରଣୀ କୁ ସମ୍ଭାଳି ରଖନ୍ତୁ, ଏଠି ସେଥି ଛାଡ଼ନ୍ତୁ ନାହିଁ
  •  ସବୁବେଳେ ଠିକ ଉପାୟରେ ଲଗିଂ ଓ ଲୋଗ ଆଉଟ କରନ୍ତୁ. ଲଗିଂ ଥିବା ବେଳେ ନିଜ କମ୍ପୁଟର କୁ ଛାଡି କୁଆଡେ ଯାଆନ୍ତୁ ନାହିଁ
  •  ୱେବ ସାଇଟ ର ଠିକଣା ଯାଞ୍ଚ କରନ୍ତୁ. ଏହା ସର୍ବଦା (http://www.iobnet.co.in) ହୋଇ ଥାଏ. ଏହି ଯାଞ୍ଚ ଅତି ମହତ୍ୱ ପୂର୍ଣ୍ଣ ଅଟେ କାରଣ ଏହି ନାମ ରେ ସମାନ ସାଇଟ ଭି ରହି ଥାଇ ପାରେ ଯାହା ଗ୍ରାହକ ଙ୍କ ଲଗିଂ ଆଇ ଦି ଓ ପାସ ୱାର୍ଡ କୁ କପି କରି ପରେ
  •  ଆପଣ ଲଗିଂ ଲିଙ୍କ ଟିପି ଲା ପରେ ଯାଞ୍ଚ କରନ୍ତୁ କି ଠିକଣା ସର୍ବଦା http:// ଆରମ୍ଭ ହେଉଥିବ
  •  ସ୍ଟାଟସ ବାର ର ତଳେ ଥିବା padlock ଚି଼ହ୍ନ କୁ ଯାଞ୍ଚ କରନ୍ତୁ. ଏହା ଆପଣ ସୁରକ୍ଷିତ ଥିବା ସୂଚନା ପ୍ରଦାନ କରିଥାଏ. ଏହା ସୂଚନା ଦେଇ ଥାଏ ଯେ ଆପଣ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ୱେବ ସାଇଟ ସହ ସମ୍ପର୍କ ହେ ଇ ଛି
  •  ଆମ୍ଭେ ଇଣ୍ଟେର ନେଟ ବ୍ୟାଙ୍କିଙ୍ଗ share ପିସି (ଯଥା. ସାଇବେର କାଫେ )ରେ ନ କରିବା ର ଉପଦେଶ ଗ୍ରାହକ ଙ୍କୁ ଦଉଚୁ.
  •  ଆପଣ ଙ୍କ ଗତ ଲଗିଂ ବିବରଣୀ ଯଦି ଆପଣ ଏବେ ଲଗିଂ ସମୟରେ ଆସୁଛି ତାହାହେଲେ ତାକୁ ଯାଞ୍ଚ କରନ୍ତୁ
  •  ନିଜ ବ୍ୟତୀଗତ firewell କ୍ରୟ କରନ୍ତୁ ଅଧିକା ସୁରକ୍ଷା ପାଇଁ
  •  ସର୍ବଦା ଆପଣ ଙ୍କ ବ୍ୟତିଗତ କମ୍ପୁଟର କୁ ଆଣ୍ଟି ଭାଇରସ /ଆଣ୍ଟି ସ୍ପାଏୱର ରେ ଆଦ୍ୟତନ କରନ୍ତୁ
  •  ସର୍ବଦା operating ସ୍ଵଷ୍ଟଏମ ଓ ବ୍ରାଉଜର କୁ ନୂତନ ସଫ୍ଟୱାର ରେ ଅଦ୍ୟତନ କରନ୍ତୁ. ସର୍ବଦା ନୂତନ ସୁରକ୍ଷା ବୁଲେ ଟି ନ ବିଷୟରେ ଭେନଡର ମାନଙ୍କ ଠୁ ଜ୍ଞାନ ନିଅନ୍ତୁ